ସୋସିଆଲ ମିଡ଼ିଆ ଠୁ ଆରମ୍ଭ କରି ଗାଁ ଗହଳି ସବୁଠି ଚର୍ଚା ର ବିଷୟ ପାଲଟି ଥିବା ବର୍ଷା ଟୁଁଗୁରୁ ଙ୍କ କାହାଣୀ ରେ ଆସିଛି ନୂଆ ମୋଡ I ବର୍ଷା ଙ୍କ ଅନ୍ତରଙ୍ଗ ଫୋଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ଭାବରେ ଭାଇରଲ ହେବାପରେ ଶେଷରେ ମୁଁହ ଖୋଲିଛନ୍ତି ବର୍ଷା I
କହିଛନ୍ତି କି ମୁଁ ହେରୋନି ହେଇଥାନ୍ତି ,କିନ୍ତୁ ଟୁଁଗୁରୁ ଭାଇରଲ କରି ମୋ ଜୀବନ ବର୍ବାଦ କରିଦେଲା I ଓଡିଶା ର ବୋପା ଭାଇ ମାନଙ୍କୁ ମୁଁ ଅନୁରୋଧ କରୁଛି ମୋ ଖରାପ ଭିଡିଓ ଭାଇରଲ କରନି ,ମୁଁ ଆପଣଙ୍କ ଝିଅ ଭଳି I ସେ ଟୁଁଗୁରୁ କୁ ଦଣ୍ଡ ଦିଆଯାଉ ,ମତେ ନ୍ୟାୟ ଦରକାର I
ନ୍ୟାୟ ନମିଳିଲେ ମୁଁ ଧାରଣା ରେ ବସିବି I ସୂଚନା ଥାଉ କି ଟୁଁଗୁରୁ ବର୍ଷା ବିବାଦ ପରେ ଉଭୟ ଙ୍କୁ ନେଇ ଅନେକ ଆଲବମ ପ୍ରସ୍ତୁତ ହେଇଛି ଏବଂ ଉଭୟ ଅଲଗା ଅଲଗା ଆଲବମ ରେ ଅଭିନୟ ମଧ୍ୟ କରିଛନ୍ତି I