ବାବୁଶାନ ପ୍ରକୃତି ଙ୍କ ଧରାପଡିଲା ପ୍ରେମ ରାସ୍ତା ମଝିରେ ଗୋଡେଇ ଗୋଡେଇ ପିଟିଲେ ବାବୁଶାନ ଙ୍କ ପତ୍ନୀ

ରାଜରାସ୍ତା ରେ ହାଇଡ୍ରାମା ତାହା ପୁଣି ସୁପରଷ୍ଟାର ବାବୁଶାନ ଙ୍କୁ ନେଇ I ରାସ୍ତା ମଝିରେ ଗୋଡେଇ ଗୋଡେଇ ପିଟିଛନ୍ତି ବାବୁଶାନ ଙ୍କ ପତ୍ନୀ ପ୍ରକୃତି ମିଶ୍ର ଙ୍କୁ ,ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରଲ ହେବାରେ ଲାଗିଛି I ଭିଡିଓ ରେ ଦେଖାଯାଇଛି କି ପ୍ରକୃତି ଏବଂ ବାବୁଶାନ ଏକ କାର ରେ ଏକାଠି ଅଛନ୍ତି ଏବଂ ବାବୁଶାନ ଙ୍କ ପତ୍ନୀ ପ୍ରକୃତି ଙ୍କୁ ଗୋଡେଇ ଗୋଡେଇ ପିଟୁଛନ୍ତି I

ଏବଂ କହୁଛନ୍ତି କି ମୋ ଘର ଭାଙ୍ଗିଦେଲା ଏଇ ପ୍ରକୃତି I ଲୋକମାନେ ଏହାର ଭିଡିଓ ସୁଟିଂ କରିବାରେ ବ୍ୟସ୍ତ I ତେବେ ପ୍ରକୃତି ମିଶ୍ର ଏବଂ ବାବୁଶାନ ଙ୍କ ଭଳି ଚର୍ଚିତ ଚେହେରା ଙ୍କ କଳି ଏବେ ରାସ୍ତାରେ ଭାଇରଲ ହେବା ସମସ୍ତଙ୍କୁ ଚର୍ଚିତ କରୁଛି I ଅବଶ୍ୟ ଏନେଇ ବାବୁଶାନ କି ପ୍ରକୃତି ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ I

ତେବେ ପ୍ରକୃତି ସେଇ ଭିଡିଓ ରେ କହୁଥିଲେ କି ଏଗୁଡା ସବୁ ମିଛ କଥା I କିନ୍ତୁ ମାଡ଼ ଖାଇ ଦୌଡୁଥିଲେ I ସୂଚନା ଥାଉ କି ଏବେ ଏବେ ଉଭୟ ଙ୍କର ଏକ ସିନେମା ପ୍ରେମମ ରିଲିଜ ହେଇଥିଲା କିନ୍ତୁ ଏଭଳି କାରନାମା ସମସ୍ତଙ୍କୁ ବିସ୍ମିତ କରିଛି I

Leave a Comment