ଶାଶୁ ହେବ ତ ଏମିତି , ବୋହୁ କୁ ସାଙ୍ଗରେ ନେଇ ଥାନା ରେ ଦେଲେ ଏତଲା

ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଭିଡିଓ ଭାଇରାଲ ହେବାପରେ , ଘଟଣା ଉପରେ ସମସ୍ତଙ୍କ ନଜର ଥିବାବେଳେ ବଡ଼ ଘର ବଡ ଗୁମର କଥା ର ଧୀରେ ଧୀରେ ଖୋଲୁଛି ଗୁମର I ବାବୁ ଙ୍କ ପତ୍ନୀ ତୃପ୍ତି ସ୍ଵାମୀ ସ୍ତ୍ରୀ ମଧ୍ୟରେ ଥିବା ସଂପର୍କ କୁ ଗଣମାଧ୍ୟମ ସାମ୍ନା ରେ ବଖାଣି ଥିବା ବେଳେ ,ପ୍ରକୃତି କିଭଳି ତାଙ୍କ ସଂସାର ଭାଙ୍ଗୁଛି ପ୍ରତିକ୍ରିୟା ରଖିଥିଲେ ,ଅପର ପକ୍ଷରେ ବାବୁଶାନ୍ ଙ୍କ ପତ୍ନୀ ଙ୍କ ନାମରେ ପ୍ରକୃତି ମିଶ୍ର ଙ୍କ ବାପା ଏତଲା ଦେଇଛନ୍ତି I


ଏପଟେ ଶାଶୁ ତଥା ସୁପର ଷ୍ଟାର ଅପରାଜିତା ମହାନ୍ତି ବୋହୁ ଘରେ ପହଞ୍ଚି ବୋହୁ କୁ ନେଇ ଖାରବେଳ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି କିନ୍ତୁ କାହା ବିରୁଦ୍ଧରେ ଏତଲା ଦିଆଯାଇଛି କହିନାହାନ୍ତି I ଅନୁମାନ କରାଯାଉଛି ଅପରାଜିତା ଏବଂ ତୃପ୍ତି ପ୍ରକୃତି ମିଶ୍ର ଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି

Leave a Comment