ଖୁବ ଶୀଘ୍ର ଆସୁଛି ଅନୁସନ୍ଧାନ ମୁଳକ ନାଟକ ‘ପର ଘଇତା ପ୍ରେମରେ ମୁଁ ଉବୁଟୁବୁ :-ରାନୀ ପଣ୍ଡା

ସବୁବେଳେ ନିଜର ବୟାନ କୁ ନେଇ ବିବାଦ ରେ ରହୁଥିବା ଅଭିନେତ୍ରୀ ପ୍ରକୃତି ମିଶ୍ର ଏବଂ ବାବୁଶାନ ଙ୍କ ଘଟଣାରେ ମଧ୍ୟ ବିବାଦୀୟ ବୟାନ ଦେବାକୁ ଭୁଲି ନାହାନ୍ତି I ସାରା ଓଡିଶା ପ୍ରକୃତି ମିଶ୍ର ଏବଂ ବାବୁଶାନ ଙ୍କ ଘଟଣା କୁ ନେଇ ଚର୍ଚା ଧରିଥିବା ବେଳେ ରାଣୀ ପଣ୍ଡା କହିଛନ୍ତି ଯେ ପ୍ରକୃତି ର ପ୍ରକୃତି ଛଡା କାମ ଏଗୁଡା , ତାର ଗୋଟେ ବୟଫ୍ରେଣ୍ଡ ଥିଲା ସେ ଏମିତି କାହିଁକି ହେଉଛି ମୁଁ ତାକୁ ଜମା ପସନ୍ଦ କରେନି କିନ୍ତୁ ବାବୁଶାନ ଟା ଭଲ ପିଲାଟା ,ତା ଅଭିନୟ ମତେ ଭଲ ଲାଗେ I

ଏହା ସହିତ ଆହୁରି କହିଛନ୍ତି କି , ପ୍ରକୃତି ଓଡିଶା ଟାକୁ ବମ୍ବେ କରିଦେବ ବୋଲି ଭାବୁଛି ,ବୋଧହୁଏ ଆଗାମୀ ଦିନରେ ଖୁବଶୀଘ୍ର ଅନୁସନ୍ଧାନ ମୂଳକ ନାଟକ ଆସିବ ‘ପର ଘଇତା ପ୍ରେମରେ ମୁଁ ଉବୁଟୁବୁ I ତେବେ ଆପଣ ମାନେ କଣ ଭାବୁଛନ୍ତି ଏପରି ନାଟକ ଆସିବ କି ? ଯଦି ଆସେ ତେବେ ମୁଖ୍ୟ ନାୟିକା ରେ ରାଣୀ ପଣ୍ଡା ଅଭିନୟ କରିବେ କି ନାହିଁ ?

Leave a Comment