ମୁଁ ସେ ଜାଗାରେ ଥିଲେ ତୃପ୍ତି କୁ ନାଣ୍ଡି କରି ଚପଲ ରେ ସେକିଥାନ୍ତି, ସାମ୍ନା କୁ ଆସିଲେ ପ୍ରକୃତି ଙ୍କ ମା

ବାବୁ-ପ୍ରକୃତି-ତୃପ୍ତିଙ୍କ ଘଟଣା ଏବେ ଘରୁ ବାହାରି ହାଟ ରେ ପଡିଥିବା ବେଳେ ,ସାରା ଓଡିଶା ଏବେ ଉଠୁଛି ପଡୁଛି ଭାଇରଲ ଭିଡିଓ କୁ ନେଇକି I ଉଭୟ ପରିବାର ଉଭୟ ଙ୍କ ମଧ୍ୟରେ ଦୋଷ ଦେଇ ଟଣାଟଣି ହେଉଥିବା ବେଳେ ଥାନାରେ ଏତଲା ମଧ୍ୟ ରୁଜୁ ହେଇଚି I

ବାବୁଶାନ ଙ୍କ ପତ୍ନୀ କହିଛନ୍ତି ଯେ ପ୍ରକୃତି ତାଙ୍କ ଘର ଭାଙ୍ଗିଦେଇଛନ୍ତି ଏପଟେ ପ୍ରକୃତି ଙ୍କ ମା ସାମ୍ନା କୁ ଆସିଛନ୍ତି , କହିଛନ୍ତି କି ମୁଁ ସେଠାରେ ଥିଲେ ସେ ଝିଅ କୁ ଚପଲ ରେ ସେକିଥାନ୍ତି I ସେ ଝିଅ ମାନେ ବାବୁସାନଙ୍କ ପତ୍ନୀ ମୋ ଝିଅ ସହ ଅତି ବର୍ବରତା କରିଛନ୍ତି ।

‘ମୋ ଝିଅ ପ୍ରକୃତି ଭାରି ଭଦ୍ର ଏବଂ ଓଡିଶା ର ନା ରଖିଛି ,ହିନ୍ଦୀ ସିରିଏଲ କରିଛି । ଛୋଟ ବେଳୁ ବହୁତ ଫେମସ୍ । ଆମେ ତାକୁ ପୁରା ସଂସ୍କାର ରେ ବଢେଇଛୁ , ଆମର ଭଦ୍ର ପରିବାର, ଆପଣ ଦେଖିଥିବେ ଏତେ ଘଟଣା ପରେ ବି ସେ କିଭଳି ଭଦ୍ରାମି ସହିତ ସେଠାରୁ ଖସି ଆସିଲା I

Leave a Comment