୨ ସୁପରଷ୍ଟାର ଙ୍କ ସମାନ କାହାଣୀ , ବାନ୍ଧବୀ ପାଇଁ ଉଜୁଡ଼ିଗଲା ସଂସାର !

ଓଲିୟୁଡ଼ ଏବେ ପଡୁଛି ଉଠୁଛି ,ସୁପରଷ୍ଟାର ବାବୁଶାନ ଏବଂ ପ୍ରକୃତି ମିଶ୍ର ଙ୍କ ପ୍ରେମ କାହାଣୀ କୁ ନେଇ ସାରା ଓଡିଶା ରେ ଚର୍ଚା I ପରିସ୍ଥିତି ଏମିତି ହେଲା ଯେ ଶେଷରେ ବାବୁଶାନ ଙ୍କ ପତ୍ନୀ ପ୍ରକୃତି ମିଶ୍ର ଙ୍କୁ ରାସ୍ତା ମଝିରେ ଗୋଡେଇ ଗୋଡେଇ ପିଟିଲେ I ତାଙ୍କ ସଂସାର ଭାଙ୍ଗିଦେଇଥିବା ଅଭିଯୋଗ କରି ଥାନାରେ ଏତଲା ମଧ୍ୟ ଦେଇଛନ୍ତି ବାବୁଶାନ ଙ୍କ ପତ୍ନୀ ତୃପ୍ତି I

ସେହିଭଳି ଯଦି ସୁପରଷ୍ଟାର ଅନୁଭବ ଏବଂ ବର୍ଷା ଙ୍କ କାହାଣୀ ଦେଖାଯାଏ ସମାନ ଅବସ୍ଥା I ପତ୍ନୀ ବର୍ଷା ସିଧାସଳଖ ଅନୁଭବ ଙ୍କ ଦିଲ୍ଲୀ ବାନ୍ଧବୀ ଙ୍କୁ ଆଙ୍ଗୁଳି ଉଠାଇ ଥିଲେ , ସେ ତାଙ୍କ ସଂସାର ଭାଙ୍ଗିଦେଇଥିବା ଥାନାରେ ଲିଖିତ ଅଭିଯୋଗ କରିଥିଲେ ,ଉଭୟଙ୍କର ଏବେ ଡିଭୋର୍ସ ମାମଲା ବିଚାରଧୀନ ରହିଛି I ଯଦିଓ ଘଟଣାକୁ ଅନୁଭବ ସିଧାସଳଖ ପ୍ରତ୍ୟାଖାନ କରି କହିଥିଲେ କି ଜାଗୃତି କେବଳ ବାନ୍ଧବୀ ତାଙ୍କ ସହିତ ସେଭଳି କୌଣସି ସମ୍ପର୍କ ନାହିଁ I

ଏପଟେ ବାବୁଶାନ ବି କହିଛନ୍ତି ପ୍ରକୃତି କେବଳ ଭଲ ବାନ୍ଧବୀ , ପତ୍ନୀ ଅଯଥା ସନ୍ଦେହ କରୁଛନ୍ତି I ତେବେ କଥା ଉଠୁଛି ସାଂସାରିକ ଜୀବନରେ ବାନ୍ଧବୀ ର ସୀମା କେଉଁ ପର୍ଯ୍ୟନ୍ତ ତାହା ଯେ ପର୍ଯ୍ୟନ୍ତ ବନ୍ଧୁ ବୁଝି ନ ପାରିଛନ୍ତି ଏହିଭଳି ସନ୍ଦେହ ସୃଷ୍ଟି ହେଇଛି ଏବଂ ସନ୍ଦେହ ଥରେ ମନରେ ଘର କଲେ ,ତାହାକୁ ଦୂରେଇବା ଏତେ ସହଜ ନୁହେଁ I ତେବେ ଆପଣ କଣ ଭାବୁଛନ୍ତି ପ୍ରତିକ୍ରିୟା ଦେବେ କମେନ୍ଟ ରେ I

Leave a Comment