ସାମ୍ନା କୁ ଆସିଲା ଚେନ୍ନାଇ ଭିଡିଓ ,ଗୋଟିଏ ହୋଟେଲ ରେ ଏକାଠି ଥିଲେ ବାବୁଶାନ, ପ୍ରକୃତି ଏବଂ ପରିବାର

ପ୍ରକୃତି ଏବଂ ବାବୁଶାନ ଘଟଣାରେ ସାମ୍ନା କୁ ଆସିଛି ନୂଆ ମୋଡ I ଉଭୟ ସୋସିଆଲ ମିଡିଆରେ ଭିଡିଓ ଛାଡି ସଫେଇ ଦେଇଥିବା ବେଳେ ଭିଡିଓ କୁ ନେଇ ଫ୍ୟାନ ଫଲୋୟର କହିଥିଲେ କି ଉଭୟ ଗୋଟିଏ ହୋଟେଲ ରେ ଅଛନ୍ତି ନଚେତ ବ୍ୟାକଗ୍ରାଉଣ୍ଡ ସମାନ କେବଳ ହେଲା , ପ୍ରକୃତି ଙ୍କ ପରିବାର ଚେନାଇ ରେ ପହଞ୍ଚି ଫୋଟୋ ଛାଡିଥିବା ବେଳେ ଆଜି ହୋଟେଲ ର ଭିଡିଓ ସାମ୍ନା କୁ ଆସିଛି I

ଉଭୟ ବାବୁଶାନ ଏବଂ ପ୍ରକୃତି ହୋଟେଲ ରୁ ବାହାରୁଥିବା ର ସିସି ଟିଭି ସାମ୍ନା କୁ ଆସିଛି I ଯେଉଁଥିରେ କି ବାବୁଶାନ ଏବଂ ପ୍ରକୃତି ହୋଟେଲ ରୁ ବାହାରୁଛନ୍ତି ,କେବଳ ଏତିକି ନୁହେଁ ପ୍ରକୃତି ଙ୍କ ପରିବାର ଲୋକ ମଧ୍ୟ ବାବୁଶାନ ଙ୍କ ସହିତ ହୋଟେଲ ରେ ଥିବାର ଫୋଟୋ ସାମ୍ନା କୁ ଆସିଛି I ତେବେ ଘଟଣାକୁ ନେଇ ଆପଣ ଙ୍କ ପ୍ରତିକ୍ରିୟା କମେନ୍ଟ ସେକ୍ସନ ରେ ଲେଖନ୍ତୁ

Leave a Comment