ମା କୁ ଦେଖି ବାହୁନି ବାହୁନି କାନ୍ଦିଲେ ବାବୁ , ଅଟକାଇ ପାରିଲେନି ଆଖିର ଲୁହ

ଘରକୁ ଫେରିଛନ୍ତି ବାବୁଶାନ I ସବୁ ପ୍ରତିକ୍ଷାର ଅନ୍ତ ଘଟିଛି , ତେବେ ଘରେ ପାଦ ଦେଉ ଦେଉ ମା ଙ୍କୁ ଦେଖି ନିଜର କୋହ ସମ୍ଭାଳି ପାରିନଥିଲେ ବାବୁଶାନ I ଅପରାଜିତା ଙ୍କୁ ଦେଖିବା ମାତ୍ରେ ଆଖି ଛଳ ଛଳ ହେଇଯାଇଥିଲା ବାବୁଶାନ ଙ୍କର I ନିଜର ଅମାନିଆ ଲୁହ କୁ ଅଟକାଇ ପାରିନଥିଲେ ବାବୁଶାନ I ଉଭୟ କାନ୍ଦି ପକାଇଥିଲେ I

ଅବଶ୍ୟ ଗଣମାଧ୍ୟମ ଏବେବି ଅପେକ୍ଷା କରିଛି ବାବୁଶାନ ଙ୍କ ପ୍ରତିକ୍ରିୟା କୁ , କିନ୍ତୁ ସେ ଏବେ ଶାରୀରିକ ଭାବେ ଅସୁସ୍ଥ ଅଛନ୍ତି ,ପ୍ରାୟ 2ଦିନ ଧରି ଶାନ୍ତିରେ ସୋଇ ନଥିବାରୁ , ବିଶ୍ରାମ ନେଇଛନ୍ତି ଏବଂ ଖୁବ ଶୀଘ୍ର ଗଣମାଧ୍ୟମ ରେ ନିଜର ପ୍ରତିକ୍ରିୟା ରଖିବେ ବୋଲି ସୂଚନା ମିଳିଛି I ବାବୁଶାନ ଙ୍କ ଫ୍ୟାନ ଙ୍କ ଗୋଟିଏ ଚିନ୍ତା ବାବୁ ସୁଧୁରି ଯାଆନ୍ତୁ ଏବଂ ପୁଣିଥରେ ସିନେମା କୁ ଫେରି ଆସନ୍ତୁ I

Leave a Comment