ପ୍ରକୃତି ମିଶ୍ରଙ୍କ ମା ଙ୍କୁ ଗାଳିଦେଲେ ଟୁଁଙ୍ଗୁରୁ ଭୋଳ , ପଢନ୍ତୁ କଣ କହିଲେ

ବାବୁଶାନ -ପ୍ରକୃତି ମିଶ୍ର ବିବାଦ ଏବେ ଦାଣ୍ଡରେ ପଡି ହାଟ ରେ ଗଡୁଥିବା ବେଳେ ,ଦୁଇ ପରିବାର ସମାଲୋଚନା ର ଶିକାର ହେଉଛନ୍ତି I ତେବେ ଅପରାଜିତା ଏବଂ ଉତ୍ତମ ନିଜ ପୁଅର ଦୋଷ ସ୍ୱୀକାର କରି ସେ ସୁଧୁରିଯିବାକୁ କହି ବୋହୁ ସହିତ ଛିଡା ହେଇଥିବାରୁ ଲୋକଙ୍କ ଅନୁକମ୍ପା ମହାନ୍ତି ପରିବାର କୁ ମିଳିଛି I ଲୋକେ ତାଙ୍କ ଦୁଃଖରେ ଦୁଖୀ ହେଇ ଆଶ୍ଵଶନା ଦେଉଛନ୍ତି ଏପଟେ କିନ୍ତୁ ପ୍ରକୃତି ଏବଂ ତାଙ୍କ ପରିବାର ଲୋକଙ୍କ ଙ୍କ ବୟାନ ପରେ ସମାଲୋଚନା ର ଶିକାର ହେଉଛନ୍ତି ମିଶ୍ର ପରିବାର I

ପ୍ରକୃତି କହିଥିଲେ କି ମୁଁ ନିଜେ ଗୋଟେ ବଡ ବ୍ରାଣ୍ଡ , କାହା ଘର ଭଙ୍ଗା ହୁଏନି ,ସେଇଟା ଆଗରୁ ଭାଂଗିକି ଥିଲା , ପ୍ରକୃତି ଙ୍କ ମା ମଧ୍ୟ କହିଛନ୍ତି ଆମେ ଭଦ୍ର ପରିବାର , ପ୍ରକୃତି କୁ ସଂସ୍କାର ଶିଖେଇଛୁ ,ଏହାପରେ ପ୍ରକୃତି ଙ୍କ ସଂସ୍କାର ଫୋଟୋ ଏବଂ ଭିଡିଓ ସବୁ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I ସୋସିଆଲ ମିଡିଆରେ ଜବରଦସ୍ତ ଟ୍ରଲ ହେଉଛନ୍ତି ପ୍ରକୃତି ଏବଂ ତାଙ୍କ ମା I

ଏପରିକି ବିବାଦ ଏତେ ବଢିଯାଇଛି ଯେ ବିଜ୍ଞାପନ ରୁ ପ୍ରକୃତି ଙ୍କୁ ବିଦା କରିଛି ତନିସ୍କ I ତେବେ ଏହି ଘଟଣାରେ କିଛିଦିନ ତଳେ ସବୁଠୁ ଚର୍ଚିତ ଥିବା ଟୁଁଗୁରୁ ଭୋଳ ମଧ୍ୟ ପଛରେ ନାହାନ୍ତି ,ପ୍ରକୃତି ମା ଙ୍କ ଦ୍ୱାରା ପୋଷ୍ଟ ହେଇଥିବା ଫୋଟୋ ରେ ପ୍ରତିକ୍ରିୟା ରଖିଛନ୍ତି ଟୁଁଗୁରୁ ଭୋଳ I ଲେଖିଛନ୍ତି କି ବାବୁଶାନ ଙ୍କ ସ୍ତ୍ରୀ କୁ ସଂସ୍କାର କହୁଥିଲ କିନ୍ତୁ ନିଜ ଝିଅ କୁ ସଂସ୍କାର ଦେଇନ , ଚେନ୍ନାଇ ରେ ଗୋଟିଏ ଘରେ ବାବୁଶାନ , ଏବଂ ତୁମ ପରିବାର କଣ କରୁଥିଲେ ?

ତେବେ ଟୁଁଗୁରୁ ଭୋଳ ନାମରେ ହେଇଥିବା ଏହି ଆଇଡି ରେ ଟୁଁଗୁରୁ ଫୋଟୋ ଅଛି ସତ୍ୟ କିନ୍ତୁ ଏହା ସତରେ ଟୁଁଗୁରୁ ଭୋଳ ଙ୍କ ଆଇଡି କି ଫେକ ଆଇଡି ତାହା ସ୍ପଷ୍ଟ ହେଇନି I

Leave a Comment