ବାବୁଶାନ ପ୍ରକୃତି ଙ୍କ ବିବାଦ ଏବେ ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ଗଣମାଧ୍ୟମ ର ମୁଖ୍ୟ ଶିରୋନାମା ପାଲଟିଛି I ଦିନକୁ ଦିନ ସୋସିଆଲ ମିଡିଆରେ ନିଜର କ୍ରେଜ୍ ହରାଉଛନ୍ତି ପ୍ରକୃତି ମିଶ୍ର I ସେ ସଂସ୍କାରି ଘର ଝିଅ ଏବଂ ତାଙ୍କର ବହୁତ ନାଁ ଅଛି , ସେ ନିଜେ ଗୋଟେ ବ୍ରାଣ୍ଡ ଏଭଳି ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚନା ର ଶିକାର ହେଉଛନ୍ତି ପ୍ରକୃତି I
ପ୍ରକୃତି ଙ୍କୁ ଶୀଘ୍ର ବିବାହ କରେଇଦେବାକୁ କଂଗ୍ରେସ ନେତା ସୁର ରାଉତରାୟ ଗଣମାଧ୍ୟମ ଜରିଆରେ ନିବେଦନ କରିଥିଲେ I ଏପଟେ ସୋସିଆଲ ମିଡିଆରେ ଗୋଟିଏ ଚର୍ଚା ,ଆଗକୁ ରାଖୀ ଆସୁଛି ପ୍ରକୃତି ବାବୁଶାନ ଙ୍କ ହାତରେ ରାଖୀ ବାନ୍ଧି ଭଉଣୀ ର ପରିଚୟ ଦିଅନ୍ତୁ ଏବଂ ଯେହେତୁ ବାବୁଶାନ ତାଙ୍କର ଭଲ ବନ୍ଧୁ ବୋଲି କହୁଛନ୍ତି ତେଣୁ ବନ୍ଧୁ ର ମାନ୍ୟତା ରଖି ସେ ରାଖୀ ପିନ୍ଧାନ୍ତୁ ଏବଂ ବିବାହ କରି ଖୁସି ରେ ରୁହନ୍ତୁ I
ପୂର୍ବରୁ ମଧ୍ୟ ଦୁଇ ଦୁଇ ଥର ପ୍ରକୃତି ଙ୍କର ପ୍ରେମ ବିଚ୍ଛେଦ ହେଇ ସାରିଛି I ତେଣୁ ଏଥର ଶୀଘ୍ର ବିବାହ ହେଇଜିବାକୁ ଶୁଭେଛୁ ମାନେ ଆଶା କରିଛନ୍ତି I