ବାବୁଶାନ ଙ୍କୁ ଜନ୍ମଦିନ ଶୁଭେଛା ଜଣାଇ ଏମିତି ଲେଖିଲେ ଭଉଣୀ ତୃପ୍ତି

ଆଜି ବାବୁଶାନ ଙ୍କ ଜନ୍ମ ଦିନ ରେ ତାଙ୍କୁ ଶୁଭେଛା ଜଣାଇବା ସହ ଏପରି ଲେଖିଛନ୍ତି ଭଉଣୀ ତୃପ୍ତି । ବାବୁସାନ ଙ୍କ ଭଉଣୀ ଙ୍କ ନାମ ମଧ୍ୟ ତୃପ୍ତି ଅଟେ । ଏମୁମ୍ବାଇରେ ରହୁଥିବା ଭଉଣୀ ତୃପ୍ତି ଭାଇ ବାବୁସାନ ସହିତ ଉଠାଇଥିବା ଦୁଇଟି ଫଟୋ ମଧ୍ୟ ଦେଇଛନ୍ତି ।

ଏବଂ ଲେଖିଛନ୍ତି ଯେ


ହାପି birthday ଟୋକା
ଭଗବାନ ତୋତେ ବୁଦ୍ଧି ଦିଅନ୍ତୁ ଏବଂ ଭୁତ ପିଶାଚୀନୀ ମାନଙ୍କୁ ଠୁ ଦୁରେଇ ଦିଅନ୍ତୁ ।

ତେବେ ଏହି କଥା ରେ ସେ କାହାକୁ ଭୁତ ପିଶାଚୀ କହିଛନ୍ତି ସେ କଥା ତ ଆମେ ସମସ୍ତେ ଜାଣିଛେ । ଏକ ଭଉଣୀ ହିସାବ ରେ ନିଜ ଭାଇ ଙ୍କ ଜୀବନ ରୁ ଖରାପ ଲୋକ ମାନେ ଦୁରେଇ ଯାନ୍ତୁ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ଆଜି ବାବୁସାନ ନିଜ ସ୍ତ୍ରୀ ଏବଂ ପୁଅ ତଥା ପରିବାରଙ୍କ ସହିତ ମିଶି ଜନ୍ମଦିନ ପାଳନ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ବାବୁ ଆଜି ଜନ୍ମ ଦିନ ରେ ନିଜ ଶଶୁର ଘରକୁ ଯାଇ ମଧ୍ୟ କେକ କାଟିଥିବା ର ସୂଚନା ମିଳିଛି । କିନ୍ତୁ ଭଉଣୀ ଦୂର ରେ ଥାଇ ସୋସିଆଲ ମେଡିଆ ଜରିଆ ରେ ସୂବେଛ ଜଣାଇଛନ୍ତି ।

 

 

 

Leave a Comment