ମିଡ଼ିଆ ଟିଆର୍ପି ପାଇଁ ଘର ଭାଙ୍ଗୁଛି , ସୁଯୋଗ ଦେଖି ଲୁଂଘି ଭିତରେ ମହୁମାଛି ଭର୍ତି କରୁଛି -ଗୁଲୁଆ

ବାବୁଶାନ ପ୍ରକୃତି ଘଟଣାରେ ଲଗାତାର ସପ୍ତାହ ଧରି କେବଳ ଲାଇଭ କରିଆସୁଥିବା ଗଣମାଧ୍ୟମ କୁ ନେଇ ମୁଁହ ଖୋଲିଛନ୍ତି କମେଡିଆନ ଗୁଲୁଆ I ଏକ ସାକ୍ଷାତକାର ରେ ସେ କହିଛନ୍ତି କି ମୁଁ ଆଜ୍ଞା ଏତେବଡ ଲୋକ ନୁହେଁ ଯେ ପ୍ରକୃତି ମିଶ୍ର ଏବଂ ସୁପରଷ୍ଟାର ବାବୁଶାନ ଙ୍କ ଉପରେ ଟିପ୍ପଣୀ ରଖିବି I

ତେବେ ମିଡ଼ିଆ ଘଟଣା କୁ ଅତି ରଂଜିତ କରି 20 ପ୍ରକାର ଖବର କରି ଟିଆର୍ପି ପାଇଁ ଘରକୁ ଯୋଡିବା ବଦଳରେ ଅଧିକ ଭାଙ୍ଗୁଛି I ମିଡ଼ିଆ ର କାମ ଖବର ପ୍ରସାରଣ କରିବା କିନ୍ତୁ ଏବେ ମିଡ଼ିଆ ଯେଉଁଭଳି ଭାବରେ ଘର କଥାରେ ଦିନରାତି ଲାଇଭ କରୁଛି ଘର ଯୋଡିବା ବଦଳରେ ଭାଙ୍ଗିଯାଉଛି I ତେଣୁ ମିଡ଼ିଆ ପାଇଁ ଅଧିକ ଘର ଭାଙ୍ଗୁଛି , ମିଡ଼ିଆ ସୁଯୋଗ ଦେଖି ଲୁଂଘି ତଳେ ମହୁମାଛି ଛାଡି ଦେଉଛି I ତେବେ ଆପଣ କଣ ଭାବୁଛନ୍ତି ଗୁଲୁଆ ଠିକ କହିଛନ୍ତି ତ ?

Leave a Comment