ମୋବାଇଲ ନେଟୱର୍କ ହେଉ କିଂବା ହାଇ ସ୍ପିଡ 4G ସେବା କୁ ଘରେ ଘରେ ପହଞ୍ଚାଇବା ହେଉ, ଏ ସବୁ ରେ jio ର ଭୂମିକା ଆଗରେ।
କିଛି ଦିନ ତଳେ 5G ସ୍ପେକ୍ଟ୍ରମ୍ ଅକ୍ସନ୍ ବେଳେ jio 5G ସେବା ପାଇଁ ଆବଶ୍ୟକ ହିସାବ ରେ ସ୍ପେକ୍ଟ୍ରମ୍ କିଣି ଦେଇଥିଲା। ଯେଉଁଥିରୁ ହୁଏତ ଏହା ଅନୁମାନ କରାଯାଉଥିଲା ଯେ jio ଖୁବ୍ ଶୀଘ୍ର 5G ସେବା ଲଞ୍ଚ କରିବାକୁ ଯାଉଚି।
ଏହି ସ୍ପେକ୍ଟ୍ରମ୍ ପାଇଁ jio 88078 କୋଟି ଟଙ୍କା ଖର୍ଚ୍ଚ କରିଥିଲା।
ତେବେ jio ର 5G ସେବା ଉଦ୍ଘାଟନ ନେଇ ମୁକେଶ ଅମ୍ବାନୀ ଙ୍କ ପୁଅ ଆକାଶ ଅମ୍ବାନୀ ଙ୍କ ଏକ ବାର୍ତ୍ତା jio ତରଫ ରୁ ଜାରି କରାଯାଇଛି।
ଯେଉଁଥିରେ ସେ ” ଆଜାଦି ର ଅମୃତ ମହୋସ୍କୋଭ” ରେ jio ra 5G ସେବା ଲୋକାର୍ପଣ ହେବ ବିଷୟରେ ଉଲ୍ଲେଖ କରିଛନ୍ତି।
ତେବେ ସେ ସିଧା ସଳଖ ଅଗଷ୍ଟ 15 କଥା ଲେଖି ନଥିଲେ ମଧ୍ୟ ଏକ ତରଫ ରୁ ଏହା ଅଗଷ୍ଟ 15 ପାଇଁ ଉଦ୍ଦିଷ୍ଟ ବୋଲି ସମୂର୍ଣ୍ଣ ଭାବରେ ଜଣା ପଡ଼ୁଛି।
ସେ ଏହା ମଧ୍ୟ କହୁଛନ୍ତି ଯେ, ପ୍ରଧାନମନ୍ତ୍ରୀ ଙ୍କ ଡିଜିଟାଲ ଇଣ୍ଡିଆ କୁ 5G ବହୁତ୍ ସାହାଯ୍ୟ କରିବ।
ଯଦି ଆପଣଙ୍କ ଫୋନ୍ 5G ସପୋର୍ଟ କରେ ନାହିଁ ତାହେଲେ ଏବେ ଠୁ 5G ଫୋନ୍ କିଣି ନିଅନ୍ତୁ
୨୦ ହଜାର ଟଙ୍କା ଭିତରେ ବଢିଆ 5G ସ୍ମାର୍ଟ ଫୋନ
କାହିଁକି ନା 5G re ଆପଣ ଙ୍କୁ 1GBPS ଅର୍ଥାତ୍ 1024 MBPS ପର୍ଯ୍ୟନ୍ତ ସ୍ପିଦ୍ ମିଳିଥାଏ।