ମାର୍କେଟ ଘାଣ୍ଟୁଛି ପାଣ୍ଡିଆନ କଟ୍ , ଆପଣ କାଟିଲେଣି କି ?

ସବୁବେଳେ ଚର୍ଚାରେ ଥିବା ଭିକେ ପାଣ୍ଡିଆନ ଙ୍କ ହେୟାର କଟ କୁ ନେଇ ଏବେ ଜୋରଦାର ଚର୍ଚା I ସାଧାରଣତଃ ସେଲିବ୍ରିଟି ମାନେ ଯେଉଁ ହେୟାର କଟ କରନ୍ତି ତାକୁ ଫ୍ୟାନ ମାନେ ଫଲୋ କରନ୍ତି , ସେହିଭଳି 5ଟି ସଚିବଙ୍କ ଫ୍ୟାନ ଙ୍କ ସଂଖ୍ୟା ନକହିବା ଭଲ I ତେବେ ଭିକେ ପାଣ୍ଡିଆନ ଙ୍କ ହେୟାର କଟ ଏବେ ମାର୍କେଟ ରେ ପୁରା ଘାଣ୍ଟୁଛି I

ଫ୍ୟାନ ଫଲୋୟର ମାନେ ଏବେ ପାଣ୍ଡିଆନ କଟ କାଟୁଥିବାର ଦେଖା ଯାଇଛି ,ଏକଥା ଖୋଦ ବିଜେଡି ନେତା ତଥା ପୂର୍ବତନ ସାମ୍ବାଦିକ ସତ୍ୟଜିତ ବିମଲ ମିଶ୍ର ନିଜ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଛନ୍ତି I ସେ ଲେଖିଛନ୍ତି କି ମାର୍କେଟ ନେଉଛି ପାଣ୍ଡିଆନ କଟ I ସାନ ଭଉଣୀ ପ୍ରିୟଙ୍କା ମିଶ୍ର ବାପୁଜୀ ନଗରରେ ଖୋଲିଛନ୍ତି lounge 360. ଆଜି ଯାଇଥିଲି ସେଠିକୁ। 5T ସଚିବ VK Pandian ଙ୍କ Cut ଏବେ market ନେଇଛି।

ସେଠି ଏ cut କାଟିଲି। ପାତ୍ର electronics ପାଖରେ। ଭଉଣୀଙ୍କ saloon ଖୁବ ଭଲ ହୋଇଛି। କରୋନାରେ ଆର୍ଥିକ ଭାବେ ଭାଙ୍ଗିଥିଲେ ବି ତାଙ୍କ ମନୋବଳ ଭାଂଗିନି। କେବଳ ହେୟାର କଟ କାହିଁକି ଏବେ ଇନ୍ସଟା ଗ୍ରାମ ରେ ମଧ୍ୟ ଯୋଡି ହେଇଛନ୍ତି ଭିକେ ପାଣ୍ଡିଆନ ଏବଂ ଖୁବ ଅଳ୍ପ ଦିନ ମଧ୍ୟରେ 1.5 ଲକ୍ଷ ରୁ ଉର୍ଦ୍ଧ ଫଲୋୟର ତାଙ୍କୁ ଫଲୋ କରିସାରିଲେଣି I

Leave a Comment