ଆଜି ଠାରୁ ରାଜ୍ୟ ରେ ପୁଣି ପାଗ ବଦଳିବା ଆରମ୍ଭ ହେଇଚି । ବଙ୍ଗୋପ ସାଗର ରେ ସୃଷ୍ଟି ହେବାକୁ ଥିବା ଘୁର୍ନି ବଳୟ ପାଇଁ ସାରା ରାଜ୍ୟ ରେ ଏବେ ମେଘୁଆ ପାଗ ଦେଖିବାକୁ ମିଳିଛି ।
ଶ୍ରାବଣ ମାସ ର ଗରମ ରୁ ପୁଣି ଏବେ ମିଳିବ ତ୍ରାହି । ଆଜି ସନ୍ଧ୍ୟା ରେ ବର୍ଷ ଆରମ୍ଭ ହେବାର ସମ୍ଭାବନା ରହିଛି । ୬ ତାରିଖ ରେ ପ୍ରବଳ ବର୍ଷ ଏବଂ ୭ ତାରିଖ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷ ହେବାର ସମ୍ଭାବନା ରହିଛି ।
୩୦ ଜିଲ୍ଲା କୁ ଏଠି ପାଇଁ yellow ବଣ୍ଣିଙ୍ଗ ମଧ୍ୟ ଦିଆ ଯାଇଛି ।
ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ କୁ ଥିବା ରୁ ଏହି ସବୁ ଜିଲ୍ଲା ର ଜିଲ୍ଲାପାଳ ଙ୍କୁ ଚିଠି ମଧ୍ୟ କରାଯଇଛି ।