ପ୍ରଖ୍ୟାତ ଆମ୍ବ ବିଶେଷଜ୍ଞ ହାଜି କଲିମୁଲ୍ଲା ଯିଏ କି ଜାଣେ ଆମ୍ବ ବିଶେଷଜ୍ଞ ଏବଂ ଏଯାଏ ସେ 300 ପ୍ରକାର କିସମ ର ନୂଆ ଆମ୍ବ ବିକଶିତ କରି ସାରିଲେଣି, ଏବେ ଦୁଇ ନୂଆ ପ୍ରଜାତି ର ଆମ୍ବ ବିକାଶ କରିଛନ୍ତି।
ହାଜି କହିଛନ୍ତି ଯେ ସୁସ୍ବାଦୁ କରାଯିବା ବ୍ୟତୀତ ଏହି ସଙ୍କର କିସମ ଆମ୍ବ ଦୁଇଟିର ଆକୃତି ଓ ବାସ୍ନା ନିମନ୍ତେ କଠୋର ପରିଶ୍ରମ କରିବାକୁ ପଡ଼ିଛି। କାରଣ ଆମ୍ବ ଦୁଇଟିର ନାଁ ଉପରୋକ୍ତ ଦୁଇ ବ୍ୟକ୍ତିଙ୍କ ବ୍ୟକ୍ତିତ୍ବ ସହ ମେଳ ଖାଇବା ଦିଗରେ ଧ୍ୟାନ ଦିଆଯାଇଥିଲା।
ସେଥିରୁ ଯେଉଁ ଆମ୍ବ ଟି ସୁନ୍ଦର ଓ ସାମାନ୍ୟ ଅଙ୍କାବଙ୍କା ( ନାରୀ ଶରୀର ପରି ) ଆକୃତିର ଆମ୍ବର ନାଁ ‘ମିସ୍ ୟୁନିଭର୍ସ’ ବିଜୟିନୀ ସୁଶ୍ମିତା ସେନ୍ଙ୍କ ନାମାନୁସାରେ
ହୋଇଥିବା ବେଳେ ଦ୍ବିତୀୟ ଆମ୍ବଟି ‘ବିଜେପି’ର ବିଶିଷ୍ଟ ନେତା ଅମିତ ଶାହଙ୍କ
ନାମାନୁସାରେ ନାମିତ କରାଯାଇଛି କାହିଁକି ନା ଦ୍ୱିତୀୟ ଆମ୍ବ ଟି ବହୁତ୍ ହୁଷ୍ଟ୍ର ପୃଷ୍ଟ।