ଯୁବତୀ ଙ୍କୁ ପ୍ରାଇଭେଟ୍ ପାର୍ଟ ଦେଖାଇ ଅଶ୍ଳୀଳ ଇଙ୍ଗିତ କରୁଥିଲା ପେଟ୍ରୋଲ ଢାଳି ନିଆଁ ଲଗାଇ ପୋଡି ଦେଲେ ଲୋକ

ଜଣେ ଯୁବତୀ ଙ୍କୁ ଏକାକୀ ପାଇ ଅଶ୍ଳୀଳ ଇଙ୍ଗିତ କରିବା ଯୁବତୀ ଙ୍କୁ ପ୍ରାଇଭେଟ୍ ପାର୍ଟ ଦେଖାଇ ଜଣେ ଯୁବକ ଙ୍କୁ ମହଙ୍ଗା ପଡ଼ିଛି I ରବିବାର ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାର ଦୀପଚାନ୍ଦ ଅନେକ ସମୟରେ ଝିଅ ବୋହୁ ମାନଙ୍କୁ ଦେଖିଲେ ଅଶ୍ଳୀଳ ଇଙ୍ଗିତ କରେ ତେବେ ରବିବାର ଦିନ କାଜଲି ଗାଁର ମହିଳାମାନଙ୍କୁ ସେମାନଙ୍କ ସମ୍ମୁଖରେ ଉଉଲଗ୍ନ ହୋଇ ହଇରାଣ କରୁଥିଲେ।

ତାଙ୍କୁ ଅନେକ ଥର ଚେତାବନୀ ଦିଆଯାଇଥିଲା କିନ୍ତୁ ସେ ଶୁଣିଲେ ନାହିଁ। ରବିବାର ମଧ୍ୟ ସେ ଗାଁର ମହିଳାମାନଙ୍କ ସାମ୍ନାରେ ଉଲଗ୍ନ ଠିଆ ହୋଇଥିଲେ।  ମହିଳାମାନେ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ, ଏହା ପରେ ଗ୍ରାମର ସୁଦେଶ ଏବଂ କୃଷ୍ଣ ଯୁବକ ଙ୍କ ଅନ୍ତ୍ରବସ୍ତ୍ର ରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ ଫଳରେ ଯୁବକ ଜନ୍ତ୍ରଣା ରେ ଚିତ୍କାର କରିଥିଲେ ।

ଦୁଇ ଯୁବକସୁଦର୍ଶନ କାଭେଡେ ଏବଂ କୃଷ୍ଣ ଉଇକେ ଗିରଫ ହେଇଛନ୍ତି ସଂପୃକ୍ତ ଘଟଣାରେ । ଭାରତୀୟ ଦଣ୍ଡବିଧି ଆଇନର ଧାରା 324 , 506 (ଦଣ୍ଡନୀୟ ଅପରାଧ ଭୟ) ଅନୁଯାୟୀ ଏହି ଦୁଇଜଣଙ୍କୁ ବୁକ୍ କରାଯାଇଛି।

Leave a Comment