ଦିନେଶ ଙ୍କ ଓକିଲ ଙ୍କୁ କଡା ଚେତାବନୀ, ସବୁବେଳେ କଣ ତପସ୍ୱିନୀ ତପସ୍ୱିନୀ ହେଉଛ ?

ବହୁ ଚର୍ଚିତ ଦୀପିକା ଦୀନେଶ ଘଟଣାରେ ମୁଁହ ଖୋଲିଛନ୍ତି ପୂର୍ବରୁ ଚର୍ଚା ରେ ଥିବା ତପସ୍ୱିନୀ

I ଏକ ଭିଡିଓ ଜାରି କରି ସେ କହିଛନ୍ତି କି ଗତକାଲି ମୁଁ ଏକ ନିଉଜ ଦେଖିଲେ ଯେଉଁଥିରେ ଦୀପିକା ଙ୍କ ସ୍ୱାମୀ କୁହାଯାଉଥିବା ଦୀନେଶ ଭାଇଙ୍କ ଓକିଲ ସିଧାସଳଖ ମୋ ନାମ ନେଇ କହିଛନ୍ତି କି ତପସ୍ୱିନୀ କୋର୍ଟ ରୁ ଅର୍ଡର ନେଇ ବସିଥିଲା ଏବଂ ବହୁ ନିନ୍ଦିତ ହେଇଥିଲା

ତେବେ ମୁଁ କୌଣସି କୋର୍ଟ ଅର୍ଡର ପାଇନଥିଲି ,ମତେ କୌଣସି କୋର୍ଟ ଅର୍ଡର ଦେଇନଥିଲେ ବରଂ ମୁଁ ସେଠାରେ ବସିବା ପରେ କୋର୍ଟ ଅର୍ଡର ଦେଇଥିଲେ ଏବଂ ସେହି କୋର୍ଟ ଅର୍ଡ଼ର ବଳରେ ମୁଁ ତାଙ୍କ ଘରେ ପ୍ରବେଶ କରିଥିଲି I ସେ ଯେଉଁ କହୁଛନ୍ତି କି ମୋର ଭୁଲ ଥିଲା , ମୁଁ ମିସ ଗାଇଡ଼ ହେଇଥିଲି ଆପଣ ମୋ ଆଡ଼ଭୋକେଟ ନୁହନ୍ତି କି ମୁଁ ଆପଣଙ୍କୁ କେଶ ଦେଇନି , ଭାରତୀୟ ଆଇନ କାନୁନ ଅନୁଯାୟୀ ଯେ କୌଣସି ଲୋକ ନିଜର ନ୍ୟାୟ ପାଇଁ ଲଢେଇ କରି ପାରିବ I ଦୟାକରି ମୋ ନାମକୁ ଏଭଳି ମିସ ଗାଇଡ଼ କରନ୍ତୁ ନାହିଁ ନଚେତ ଆଗାମୀ ଦିନରେ ମୁଁ ବାଧ୍ୟହେବି କାର୍ଯ୍ୟାନୁଷ୍ଠାନ ନେବାକୁ I

Leave a Comment