ଆପ୍ ର 25 ବିଧାୟକ ନିଖୋଜ , ଘୋଡା ବେପାର ଅଭିଯୋଗ , ଭାଙ୍ଗିଯିବ କି ସରକାର

ଦିଲ୍ଲୀ ରାଜନୀତି ପୁରା ଚହଳ ପଡିଥିବା ବେଳେ ଏବେ ପୁଣି ସାମ୍ନା କୁ ଆସିଛି ଆଉ ଏକ ଘଟଣା I ଆପ୍ ର 25 ବିଧାୟକ ଙ୍କ ପତ୍ତା ମିଳୁନି, ଏଭଳି ଅଭିଯୋଗ ଆଣିଛନ୍ତି ଖୋଦ କେଜ୍ରିୱାଲ I

ଏକ ସାମ୍ବାଦିକ ସଭା ରେ ସେ କହିଛନ୍ତି କି ଆଜି ଏକ ବୈଠକ ହେବାର ଥିଲା କିନ୍ତୁ 25 ଜଣ ବିଧାୟକ ଆସିନାହାନ୍ତି ଏବଂ ତାଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ମଧ୍ୟ କୌଣସି ଖବର ମିଳୁନାହିଁ I ବିଜେପି ତାଙ୍କ ବିଧାୟକ ଙ୍କୁ ନିଖୋଜ କରିଥିବାର ସେ ଅଭିଯୋଗ ଆଣିଛନ୍ତି I ନିଖୋଜ ପଛରେ ଘୋଡା ବେପାର ହେବାର ସମ୍ଭାବନା ଥିବା କେଜ୍ରିୱାଲ କହିଛନ୍ତି I

Leave a Comment