ଆପ୍ ର 25 ବିଧାୟକ ନିଖୋଜ , ଘୋଡା ବେପାର ଅଭିଯୋଗ , ଭାଙ୍ଗିଯିବ କି ସରକାର

ଦିଲ୍ଲୀ ରାଜନୀତି ପୁରା ଚହଳ ପଡିଥିବା ବେଳେ ଏବେ ପୁଣି ସାମ୍ନା କୁ ଆସିଛି ଆଉ ଏକ ଘଟଣା I ଆପ୍ ର 25 ବିଧାୟକ ଙ୍କ ପତ୍ତା ମିଳୁନି, ଏଭଳି ଅଭିଯୋଗ ଆଣିଛନ୍ତି ଖୋଦ କେଜ୍ରିୱାଲ I ଏକ ସାମ୍ବାଦିକ ସଭା ରେ ସେ କହିଛନ୍ତି କି ଆଜି ଏକ ବୈଠକ ହେବାର ଥିଲା କିନ୍ତୁ 25 ଜଣ ବିଧାୟକ ଆସିନାହାନ୍ତି ଏବଂ ତାଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ମଧ୍ୟ କୌଣସି ଖବର … Read more

ଅରିନ୍ଦମ ବେଳକୁ କହୁଥିଲେ ସାମ୍ୱାଦିକ ର କଣ ଦରକାର ଥିଲା ପାଣି ଭିତରକୁ ଯିବା ଆଜି ଭୟଙ୍କର ବନ୍ୟା ପାଣି ରେ ମହିଳା ରିପୋର୍ଟର

ରାଜ୍ୟର ଅଧିକାଂଶ ଅଞ୍ଚଳ ରେ ବନ୍ୟାର ତାଣ୍ଡବ ଚାଲିଥିବା ବେଳେ ଜନସାଧାରଣ ଙ୍କ ସମସ୍ୟା କୁ ଗଣମାଧ୍ୟମ ଜରିଆରେ ପ୍ରସାଶନ ଏବଂ ସାଧାରଣ ରେ ପହଞ୍ଚାଇବା ଗଣମାଧ୍ୟମ ର ପ୍ରମୁଖ ଦାୟିତ୍ୱ I ତେବେ ବନ୍ୟା ସମୟରେ କନକ ଟିଭି ସମ୍ପାଦକ ମନୋରଞ୍ଜନ ମିଶ୍ର ଙ୍କ ଦ୍ୱାରା ଜାରି ହେଇଥିବା ଫୋଟୋ କୁ ନେଇ ଏବେ ସବୁଆଡେ ଚର୍ଚା I କନକ ଟିଭି ର ମହିଳା ସାମ୍ବାଦିକ ଏବଂ ଅନ୍ୟ ରିପୋର୍ଟର ମାନେ ଗ୍ରାଉଣ୍ଡ ଲେଭେଲ ରେ … Read more

ଦିନେଶ ଙ୍କ ଓକିଲ ଙ୍କୁ କଡା ଚେତାବନୀ, ସବୁବେଳେ କଣ ତପସ୍ୱିନୀ ତପସ୍ୱିନୀ ହେଉଛ ?

ବହୁ ଚର୍ଚିତ ଦୀପିକା ଦୀନେଶ ଘଟଣାରେ ମୁଁହ ଖୋଲିଛନ୍ତି ପୂର୍ବରୁ ଚର୍ଚା ରେ ଥିବା ତପସ୍ୱିନୀ I ଏକ ଭିଡିଓ ଜାରି କରି ସେ କହିଛନ୍ତି କି ଗତକାଲି ମୁଁ ଏକ ନିଉଜ ଦେଖିଲେ ଯେଉଁଥିରେ ଦୀପିକା ଙ୍କ ସ୍ୱାମୀ କୁହାଯାଉଥିବା ଦୀନେଶ ଭାଇଙ୍କ ଓକିଲ ସିଧାସଳଖ ମୋ ନାମ ନେଇ କହିଛନ୍ତି କି ତପସ୍ୱିନୀ କୋର୍ଟ ରୁ ଅର୍ଡର ନେଇ ବସିଥିଲା ଏବଂ ବହୁ ନିନ୍ଦିତ ହେଇଥିଲା ତେବେ ମୁଁ କୌଣସି କୋର୍ଟ ଅର୍ଡର ପାଇନଥିଲି … Read more

୨୦୨୪ ଢେଙ୍କାନାଳ ରୁ ଏଥର ଲୋକସଭା ସାଂସଦ ପାଇଁ ଲଢ଼ିବେ ଧର୍ମେନ୍ଦ୍ର ! ନହେଲେ ମିଳିବନି ମନ୍ତ୍ରୀପଦ !

ରାଜ୍ୟ ଠୁ ଆରମ୍ଭ କରି କେନ୍ଦ୍ର ଯାଏଁ ଧର୍ମେନ୍ଦ୍ର ଙ୍କୁ ନେଇ ଜୋରଦାର ଚର୍ଚା ? ଏଥରକ ଆଉ ରାଜ୍ୟସଭା ନୁହେଁ ସିଧାସଳଖ ଲୋକସଭା ଆସନ ରୁ ଲଢ଼ିବେ ଧର୍ମେନ୍ଦ୍ର ପ୍ରଧାନ I ନହେଲେ ମିଳିବନି ମନ୍ତ୍ରୀପଦ ,ଏଭଳି ଚର୍ଚା ଉପର ମହଲ ରେ ଜୋରଦାର ଚାଲିଥିଲା ବେଳେ ଧର୍ମେନ୍ଦ୍ର ଙ୍କ ଲଗାତାର ଢେଙ୍କାନାଳ ଗସ୍ତ ଏସବୁ ଚର୍ଚା ଉପରେ ଆହୁରି ଜୋର ଧରିଛି I ଚର୍ଚା ହେଉଥିବା ଖବର ଅନୁଯାୟୀ ଆଗାମୀ ୨୦୨୪ ନିର୍ବାଚନ ରେ … Read more

ଖୋଲିଲା ସାରଥୀ ଆଶ୍ରମ,ତାତିଲେଣି କେନ୍ଦ୍ରାପଡା ବାସି , କେନ୍ଦ୍ରାପଡା ରେ ପୁରାଇ ଦେବୁନି , ପୂର୍ବଥର ଭଳି ପୁଣି ନିଆଁ ଜଳିବ

ବହୁ ଚର୍ଚିତ ସାରଥୀ ଆଶ୍ରମ ଖୋଲା ଥିବା ଦେଖାଯାଇଛି ଏବଂ ଭକ୍ତ ଙ୍କ ସମାଗମ ଲାଗି ରହିଛି ଯାହାକୁ ନେଇ କେନ୍ଦ୍ରାପଡା ରେ ଚର୍ଚା ଜୋର ଧରିଛି I ଗତ ୨୦୧୫ ମସିହା ଅଗଷ୍ଟ ୮ ତାରିଖରେ ସାରଥୀ ଓରଫ ସନ୍ତୋଷ ରାଉଳ କ୍ରାଇମବ୍ରାଞ୍ଚ ଦ୍ବାରା ଗିରଫ ହେବା ସହିତ ସାରଥୀର ବାରିମୂଳ ଆଶ୍ରମ କୁ ଇଡି ସିଲ କରିଥିଲା I ତେବେ ଜନ୍ମାଷ୍ଟମୀ ରୁ ଭକ୍ତ ପ୍ରବେଶ କରି ସାରଥି ଫଟୋକୁ ପୂଜା କରିବା, ନାମ … Read more

ସୁଶାନ୍ତ ସିଂ ଙ୍କ ଅଭିଶାପ ପଡିଛି ବଲିୟୁଡ଼ ଉପରେ ସୁପର ଷ୍ଟାର ଙ୍କ ଫିଲ୍ମ ସୁପର ଫ୍ଲପ

ଦିନେ ଯେଉଁ ସୁପରଷ୍ଟାର ଙ୍କ ଫିଲ୍ମ ପରଦା କୁ ଆସିବା ପୂର୍ବରୁ ସୁପର ହିଟ ହେଉଥିଲା , 1000 ,1000 କୋଟି ଟଙ୍କାର ବେପାର କରି ନୂଆ ରେକର୍ଡ କରୁଥିଲା ସେଇ ସୁପରଷ୍ଟାର ଙ୍କ ଫିଲ୍ମ ଏବେ ନିଜ ଅସ୍ତିତ୍ବ ପାଇଁ ସଂଘର୍ଷ କରୁଛି I ପିକେ , 3 ଇଡିଏଟ ଏବଂ ଦଙ୍ଗଲ ଭଳି ସୁପର ଫିଲ୍ମ ଭେଟି ଦେଇଥିବା ଅମୀର ଖାନ ବୟକଟ ବଲିୟୁଡ଼ ର ନାରା ସମ୍ପୂର୍ଣ୍ଣ ଧୋଇ ହେଇଯାଇଛନ୍ତି ଏପରିକି ତାଙ୍କ … Read more

ବିଜେପି ମୁଁହା ସୌମ୍ୟ ଙ୍କୁ ବିଜେଡି ର ଜନ୍ମଦିନ ଉପହାର ,ପର୍ଯ୍ୟବେକ୍ଷକ ପଦରୁ ବିଦା

ବିଜେପି ମୁଁହା ସୌମ୍ୟ ଙ୍କୁ ବିଜେଡି ର ଜନ୍ମଦିନ ଉପହାର ,ପର୍ଯ୍ୟବେକ୍ଷକ ପଦରୁ ବିଦାନିକଟରେ 70 ବର୍ଷ ବୟସ ରେ ପାଦ ଦେଇଛନ୍ତି ବିଜେଡି ର ନେତା ତଥା ମିଡ଼ିଆ ବାଦଶାହା ସୌମ୍ୟ ପଟନାୟକ ,ତେବେ ତାଙ୍କ ଜନ୍ମ ଦିନରେ ବିଜେଡି ତରଫରୁ ଯେଉଁ ଉପହାର ମିଳିଛି ତାକୁ ନେଇ ଏବେ ଜୋରଦାର ଚର୍ଚା I କିଛିଦିନ ତଳେ ଅମିତ ଶାହା ଙ୍କ ଯିବନି କୁ ନେଇ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା ଏବଂ ଏହାର ମୁଖ୍ୟ … Read more

ଚାଲିଥିଲା ନକଲି ଥାନା ,ନକଲି ପୋଲିସ ଅଫିସର ଙ୍କ ନକଲି ଥାନା

ସାଧାରଣତଃ ଆପଣ ନକଲି ପୋଲିସ କଥା ଶୁଣିଥିବେ କିନ୍ତୁ କେବେ ନକଲି ପୋଲିସ ଷ୍ଟେସନ କଥା ଶୁଣିଛନ୍ତି କି ? ହଁ ଆଜ୍ଞା ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାର ର ବଙ୍କା ଜିଲ୍ଲା ରେ I ତେବେ ଏହି ନକଲି ପୋଲିସ ଷ୍ଟେସନ ଟି ପ୍ରକୃତ ଥାନା ଠାରୁ ମାତ୍ର 500 ଦୂରରେ ଏକ ହୋଟେଲ ରେ ଚାଲିଥିଲା I ନକଲି ପୋଲିସ ଥାନା ଖୋଲି ବହୁଦିନ ଧରି ଏହି ନକଲି ଅଫିସର ମାନେ … Read more

ୟୁକ୍ରେନ ଯୁଦ୍ଧ ପରେ ରୁଷ ରାଷ୍ଟ୍ରପତିଙ୍କ ଘୋଷଣା , ୧୦ଟି ସନ୍ତାନ ଜନ୍ମ କଲେ ମହିଳାଙ୍କୁ Gold ମେଡାଲ ସହିତ 13 ଲକ୍ଷ ମିଳିବ

ରୁଷ ରାଷ୍ଟ୍ରପତି ଙ୍କ ନୂଆ ଘୋଷଣା , ଏଥର ପ୍ରତି ମହିଳା ଙ୍କୁ ସେ 10 ଟି ସନ୍ତାନ ଜନ୍ମ ଦେବାକୁ ଅନୁରୋଧ କରିଛନ୍ତି I ଏବଂ କରଣ ରଖାଯାଇଛି ମଦର ହିରୋଇନ୍ ’ଟାଇଟଲ୍ I 10 ଟି ସନ୍ତାନ କରିଥିବା ମହିଳା ଙ୍କୁ 13 ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ I ରୁଷିଆ ରେ ଜନ୍ମ ହାର ହ୍ରାସ ପାଇଥିବା ବେଳେ ନିକଟରେ ମହାମାରୀ କରୋନା ଏବଂ ରୁଷ ୟୁକ୍ରେନ ଯୁଦ୍ଧରେ ସୈନିକ ଙ୍କ ମୃତ୍ୟୁ … Read more

ତ୍ରିରଙ୍ଗା:- କ୍ଷୁଦ୍ର ଗଳ୍ପ – Written by gopal chandra

(ଉପସ୍ତାପନା;ଗୋପାଳ ଚନ୍ଦ୍ର)  ତୁହାକୁ ତୁହା ଜର କୁ ସର୍ଦି ଟା ଆହୁରି ବଢ଼ିଯାଇଥାଏ Iଦେହରେ ତାତିର ଖଇ ଫୁଟୁଥାଏ , ଗାଁ ବଇଦ କହୁଥିଲେ ହସ୍ପିଟାଲ ନନେଲେ ଅବସ୍ଥା ଆହୁରି ବିଗିଡିଯିବ I ଗୋଟେ ପଟେ ଭାରତ ମାତାର ସ୍ୱାଧୀନତା ଦିବସ ପାଳନ ହେଉଥିବା ବେଳେ ଅନ୍ୟପଟେ କାଳିଆ ମା ର ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗିଥାଏ I ଚତୁର୍ଦିଗ ଅନ୍ଧାର ଦିଶୁଥାଏ କଣ କରିବ ସେ ଭାବିପାରୁନଥାଏ ,କେମିତି ମା କୁ ନେବ ହସ୍ପିଟାଲ .କୋଉଠୁ ଆଣିବ … Read more