ବିଜେଡି ରେ ସାମିଲ ହେବେ କି ଲୁଲୁ ଙ୍କ ଝିଅ ଉପାସନା ! ୫ଟି ସଚିବଙ୍କୁ ପ୍ରଶଂସା, ରୁଦ୍ର ଙ୍କ ହାତରେ ରାଖୀ ବାନ୍ଧିଲେ

ବ୍ରହ୍ମଗିରି ଲୁଲୁ ଙ୍କ ତନୟା ଙ୍କୁ ନେଇ ଏବେ ରାଜନୀତି ଉଠୁଛି ପଡୁଛି I ନିକଟରେ ବିଜେଡି ପିପିଲି ବିଧାୟକ ରୁଦ୍ର ମହାରଥୀ ଙ୍କ ହାତରେ ରାଖୀ ବାନ୍ଧି ଚର୍ଚା କୁ ଆସିଛନ୍ତି I ଯଦିଓ ରାଖୀ ଏକ ପବିତ୍ର ସମ୍ପର୍କ ଏଥିରେ କୌଣସି ଦଳୀୟ ଭାବନା ନଥାଏ ତେବେ ବିଜେପି ର ବ୍ରହ୍ମଗିରି ର ଉପାସନା ଆଗାମୀ ଭବିଷ୍ୟତ ହେଇଥିବା ବେଳେ ବିଜେଡି ପ୍ରତି ଢଳୁଥିବା ସାଧାରଣ ରେ ଆଲୋଚନା ହେଉଛି I ଉପାସନା ଙ୍କ … Read more

ତ୍ରିରଙ୍ଗା ପତାକା ତିଆରି ହେବା ପଛରେ ରହିଛି ଏକ ଅଦ୍ଭୁତ କାହାଣୀ

ରାଷ୍ଟ୍ରୀୟ ତ୍ରିରଙ୍ଗାକୁ ଆମେ ସମ୍ମାନ କରିଥାଉ।ତ୍ରିରଙ୍ଗା ର ସମ୍ମାନ ରଖିବାକୁ କେତେଯେ ମହାପୁରୁଷ ଜୀବନ ଦେଇଛନ୍ତି ତାହାର କଳନା ନାହିଁ।କିନ୍ତୁ କଣ ଆପଣ ଜାଣିଛନ୍ତି କି ଯେଉଁ ତ୍ରିରଙ୍ଗା କୁ ଆପଣ ଏତେ ଭଲ ପାଉଛନ୍ତି ସେହି ତ୍ରିରଙ୍ଗା କୁ ଡିଜାଇନ କେଉଁ ବ୍ୟକ୍ତି କରିଛନ୍ତି। ଆଜି ଆମେ ସେହି ମହାନ୍ ବ୍ୟକ୍ତିଙ୍କ ବିଷୟରେ ଜାଣିବା ଯିଏ ଆମ ତ୍ରିରଙ୍ଗା ଏତେ ସୁନ୍ଦର ତିଆରି କରିଛନ୍ତି।ଆମ ଦେଶକୁ ସ୍ଵାଧୀନ ହେବା ପାଇଁ ବହୁତ୍ ସ୍ଵାଧୀନତା ସଂଗ୍ରାମୀ ଭାଗ … Read more

ମୁଁ ଗାନ୍ଧୀ ଙ୍କୁ କାହିଁକି ମାରିଲି ? ନାଥୁରାମ ଗଡସେ ର ଅନ୍ତିମ ବୟାନ ଯାହା ସମସ୍ତେ ଜାଣିବା ଉଚିତ

30 ଜାନୁଆରୀ 1948 ଦିନ ନାଥୁରାମ ଗଡସେ ଗାନ୍ଧୀଙ୍କୁ ଗୁଳି ମାରି ହତ୍ୟା କରିଥିଲେ I ଗାନ୍ଧୀଙ୍କୁ ଗୁଳି କରିବା ପରେ ସେ ଘଟଣା ସ୍ଥଳରେ ଫେରାର ନହେଇ ଆତ୍ମସମର୍ପଣ କରିଥିଲେ I ନାଥୁରାମ ଗଡସେଙ୍କ ଶେଷ ବୟାନ ,କୁହାଯାଉଛିକି ଏହାକୁ ଶୁଣିବା ପରେ ଅଦାଲତରେ ଉପସ୍ଥିତ ଥିବା ସବୁ ଲୋକଙ୍କ ଆଖିରେ ପାଣି ଆସିଗଲା ଓ କିଛି ଲୋକ କାନ୍ଦିବାକୁ ଲାଗିଲେ I ଜଜ ମହୋଦୟ ନିଜ ଟିପ୍ପଣୀରେ ଲେଖିଲେକି ଯଦି ଅଦାଲତରେ ଉପସ୍ଥିତ ଥିବା … Read more

ପ୍ରମିଳା ମୋ ଠୁ 5 ହଜାର ନେଇ ନ୍ୟାୟ ଦେଲେନି ;ଦିବ୍ୟାଙ୍ଗ ଯୁବକ

ତପସ୍ୱିନୀ ସୁମିତ ଘଟଣାରେ ଚର୍ଚା କୁ ଆସିଥିବା ସମାଜସେବୀ ପ୍ରମିଳା ତ୍ରିପାଠୀ ନିକଟରେ କେ ଦୀପିକା ଙ୍କୁ ନ୍ୟାୟ ଦେବାକୁ ତାଙ୍କ ଘର ସାମ୍ନାରେ ବସି ରହିଛନ୍ତି I ତେବେ ପ୍ରମିଳା ଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ I ପପ୍ରମିଳା ଯେଉଁ ଦୀନେଶ ଙ୍କ ଘର ସାମ୍ନା ରେ ବସିଛନ୍ତି ସେଠାରେ ଜଣେ ଦିବ୍ୟାଙ୍ଗ ଯୁବକ ଏକ ବ୍ୟାନର ଧରି ବସିଛନ୍ତି I ଏହି ଯୁବକ ଜଣଙ୍କ କହିଛନ୍ତି କି ମତେ ବି ନ୍ୟାୟ ଦିଆଯାଉ … Read more

ରାଜଧାନୀ ରେ ହୁକିଙ୍ଗ ରେ ଚାଲିଥିଲା ସାଇବର୍‍ ଥାନା ଖୁଣ୍ଟରୁ ତାର କାଟି ନେଇଗଲା TPCODL

ହୁକିଁ  ବା ବେଆଇନ ଭାବେ ବିଦ୍ୟୁତ୍‍ ଜାଳୁଥିଲେ ଭିଏସ୍‍ଏସ୍‍ ନଗର ଫାଣ୍ଡିରେ ଚାଲିଥିଲା ସାଇବର୍‍ ଥାନା ପୁଲିସ। ଗତ ଶୁକ୍ରବାର ଅପରାହ୍ଣରେ ବିଦ୍ୟୁତ୍‍ ବିଭାଗ କର୍ମଚାରୀ ବେଆଇନ ହୂକିଂ ରେ ଚାଲୁଥିବା ସଂଯୋଗ କୁ ବିଛିଣ୍ଣ୍ କରିଦେଇଥିଲେ I ଯାହାକୁ ନେଇ ବିଦ୍ୟୁତ୍ କର୍ମଚାରୀ ଏବଂ ଥାନା କର୍ମଚାରୀ ତୁ ତୁ ମେ ମେ ହେଇଥିଲେ ଏପରିକି ଉଭୟ ଙ୍କ ମଧ୍ୟରେ ହାତାହାତି ହୋଇ ଯାଇଥିବା ସୁଚନା ମିଳିଛି I ତେବେ ନିଜ ପୋଲିସ ର କ୍ଷମତାର … Read more

ସମ୍ପର୍କ -କ୍ଷୁଦ୍ର ଗଳ୍ପ

ସ୍ୱତନ୍ତ୍ର ଉପସ୍ଥାପନା: ଗୋପାଳ ଚନ୍ଦ୍ର ଯେତେବେଳେ ନିଜର ନିଜର କହି ଡିଣ୍ଡିମ ପିଟୁଥିବା ଆପଣା ର ଲୋକମାନେ ଅଧା ରାସ୍ତାରେ ସ୍ବାର୍ଥ ପୁରଣ ପରେ ସ୍ୱାର୍ଥପର ହେଇ ହାତ ଛାଡ଼ିଦେଲେ ,ସମ୍ପର୍କ ର ସଜ୍ଞା ଖୋଜୁଥିଲି ଭିଡ଼ ଭିତରେ ଗୁମୁରି ଗୁମୁରି ନିଷ୍ପେସିତ ସ୍ପନ୍ଦନ ଟା କାହାକୁ ଖୋଜୁଥିଲା ଜଣା ନଥିଲା , କିନ୍ତୁ କେହି ଜଣେ ଆପଣା ର ଚିହ୍ନା ମୁହଁ କୁ ବୋଧହୁଏ ଖୋଜୁଥିଲା I ଆଉ ୟା ଭିତରେ ନୁଆ କରି ମୋ … Read more

ଜାତୀୟ ଦଳରେ ପୁଅ କୁ ଏଣ୍ଟ୍ରି କରାଇବେ କି ଭର୍ତ୍ତୁହରି !

ପ୍ରଜାତନ୍ତ୍ର ର ୭୫ତମ ଫାଉଣ୍ଡେସନ ଦିବସ କାର୍ଯ୍ୟକ୍ରମ କୁ ନେଇ ଏବେ ରାଜ୍ୟ ରାଜନୀତି ଉଠୁଛି ପଡୁଛି I କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବରିଷ୍ଠ ବିଜେଡି ସାଂସଦ ଭତ୍ତୃହରି ମହତାବ ଯେଉଁ ଭଳି ଭାବରେ ନିଜ ପୁଅ କୁ ମଂଚ ରେ ଏଣ୍ଟ୍ରି କରାଇଲେ ତାହାକୁ ନେଇ ବେଶ ଚର୍ଚା I ଏପଟେ ବିଜେଡି ରେ ବାପା ଭର୍ତ୍ତୃହରି କୋଣ ଠେସା … Read more

2024 ରେ ଓଡିଶା ମଙ୍ଗ ଧରିବେ କି ଅପରାଜିତା ! ଅମିତ ଶାହା ଙ୍କ ଇସାରା କୁ ନେଇ ଚର୍ଚା

ଓଡିଶା ଗସ୍ତରେ ଆସି ଫେରିଯାଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବା ସହ ମନ୍ଦିରରେ ଜଳାଭିଷେକ କରିଥିଲେ ଏବଂ ପ୍ରଜାତନ୍ତ୍ର ପେପର ର କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ,ଏବଂ ଆଗାମୀ ନିର୍ବାଚନ ପାଇଁ ଗୁରୁ ମନ୍ତ୍ର ଦେଇ ଫେରିଯାଇଛନ୍ତି I ତେବେ ଅମିତ ଶାହା ଙ୍କ ଗସ୍ତପରେ ଏବେ ରାଜ୍ୟ ରାଜନୀତି ରେ ଜୋରଦାର ଚର୍ଚା … Read more

ଯୁବତୀ ଙ୍କୁ ପ୍ରାଇଭେଟ୍ ପାର୍ଟ ଦେଖାଇ ଅଶ୍ଳୀଳ ଇଙ୍ଗିତ କରୁଥିଲା ପେଟ୍ରୋଲ ଢାଳି ନିଆଁ ଲଗାଇ ପୋଡି ଦେଲେ ଲୋକ

ଜଣେ ଯୁବତୀ ଙ୍କୁ ଏକାକୀ ପାଇ ଅଶ୍ଳୀଳ ଇଙ୍ଗିତ କରିବା ଯୁବତୀ ଙ୍କୁ ପ୍ରାଇଭେଟ୍ ପାର୍ଟ ଦେଖାଇ ଜଣେ ଯୁବକ ଙ୍କୁ ମହଙ୍ଗା ପଡ଼ିଛି I ରବିବାର ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାର ଦୀପଚାନ୍ଦ ଅନେକ ସମୟରେ ଝିଅ ବୋହୁ ମାନଙ୍କୁ ଦେଖିଲେ ଅଶ୍ଳୀଳ ଇଙ୍ଗିତ କରେ ତେବେ ରବିବାର ଦିନ କାଜଲି ଗାଁର ମହିଳାମାନଙ୍କୁ ସେମାନଙ୍କ ସମ୍ମୁଖରେ ଉଉଲଗ୍ନ ହୋଇ ହଇରାଣ କରୁଥିଲେ। ତାଙ୍କୁ ଅନେକ ଥର ଚେତାବନୀ ଦିଆଯାଇଥିଲା କିନ୍ତୁ ସେ ଶୁଣିଲେ ନାହିଁ। ରବିବାର … Read more

କଂଗ୍ରେସ୍ ଦଳ ଛାଡ଼ିଲେ ବିଧାୟକ ମୋକିମଙ୍କ ଘନିଷ୍ଠ ସହଯୋଗୀ, ବିଜେଡି ରେ ସାମିଲ ହେବେ କି ମୋକିମ୍

କଂଗ୍ରେସ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଚାଲିଥିବା ଅନ୍ତକନ୍ଦଳ ପାଇଁ ପୁଣି ଆଜି ଦଳ ଛାଡିଛନ୍ତି ଦୁଇ ଟାଣୁଆ ନେତା ଙ୍କ ସହିତ  ୩୦ରୁ ଉର୍ଦ୍ଧ କଂଗ୍ରେସ ନେତା ତଥା କର୍ମୀ । ତେବେ ଦଳ ଛାଡ଼ିଥିବା ନେତାଙ୍କ ମଧ୍ୟରେ କଟକର ଦୁଇଜଣ ରାଜ୍ୟ ସ୍ତରୀୟ ନେତା ବିଶ୍ୱଜିତ ଦାସ ଓ ସମ୍ପାଦକ ନିକୁଞ୍ଚ ପଶାୟତ ମଧ୍ୟ ରହିଛନ୍ତି । ଉଭୟ କଂଗ୍ରେସ ନେତା ତଥା କଟକ ବାରବାଟିର ବିଧାୟକ ମହମ୍ମଦ ମୋକିମଙ୍କ ଅତି ଘନିଷ୍ଠ । ଏପଟେ … Read more