ବାଲେଶ୍ୱର ବିଜେପି ଜିଲ୍ଲା ସଭାପତିଙ୍କ ଫଟୋ ଭାଇରାଲ ଘଟଣା ରେ ଥାନାରେ ଏତଲା ଦେଲେ ଉମାକାନ୍ତ

ଗତ କିଛିଦିନ ଧରି ଶୀତୁଆ ପାଗରେ ବାଲେଶ୍ୱର ପାଣିପାଗ ପୁରା ଉସ୍ମ ହେବାରେ ଲାଗିଛି I ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ରଙ୍କ ସହିତ ଜଣେ ମହିଳାଙ୍କ ଫଟୋ ଭାଇରାଲ ହେବାରେ ଲାଗିଥିଲା I ଯାହାକୁ ନେଇ ଜୋରଦାର ଚର୍ଚା ଚାଲିଛି I ତେବେ ଫୋଟ ଭାଇରଲ ହେବାପରେ ଶେଷରେ ସ୍ପଷ୍ଟୀକରଣ ରଖିଛନ୍ତି ବାଲେଶ୍ୱର ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର I ଶ୍ରୀଯୁକ୍ତ ମହାପାତ୍ର କହିଛନ୍ତି ଯେ ଏହା … Read more

ଅଫିସ ଛୁଟି ପରେ କର୍ମଚାରୀଙ୍କୁ କଲ୍‌ କରିପାରିବେନି ମାଲିକ,କଲ୍‌ କଲେ ମିଳିବ ଦଣ୍ଡ, ଜାଣନ୍ତୁ କେଉଁଠି

ଅଫିସ ଛୁଟିପରେ ବି ପ୍ରାୟ କର୍ମଚାରୀ ଙ୍କୁ କମ୍ପାନୀ ମାଲିକ ଏବଂ ଉପର ଅଧିକାରୀ ଫୋନ କରି କାର୍ଯ୍ୟ ରେ ଲଗାଇ ଥାନ୍ତି , ବିଚରା କର୍ମଚାରୀ ଚାକିରୀ ଭୟରେ କିଛି କହିନପାରି ବାଧ୍ୟ ହେଇ ଘରେ ମଧ୍ୟ ଅଫିସ କାମ କରିଥାଏ ଚୁପ ଚାପ ,ତେବେ ଏହାକୁ ନେଇ ଆସିଛି ଏକ ଖୁସି ଖବର I ଅଫିସ ଡ୍ୟୁଟି ପରେ କର୍ମଚାରି ମାନେ ଏବେ ସମ୍ପୂର୍ଣ୍ଣ ମୁକ୍ତ , କୌଣସି ମାଲିକ କିମ୍ବା କର୍ତ୍ତୃପକ୍ଷ କଲ … Read more

ବିଜେଡି ଟାର୍ଗେଟ ରେ ସୌମ୍ୟ ,ସୌମ୍ୟ ଙ୍କ ସମ୍ପାଦକୀୟ Vs ମୁଖା ତଳର ମୁଁହ , ମାଟି ପାର୍ଟି ମିଛ

ମମିତା ହତ୍ୟାକାଣ୍ଡ କୁ ନେଇ ନିଜ ସମ୍ପାଦକୀୟ ରେ ଲଗାତାର ସରକାର ଙ୍କୁ ଟାର୍ଗେଟ କରି ନିଦ ହଜେଇ ଦେଇଥିବା ସୌମ୍ୟ ଙ୍କୁ ନେଇ ଏବେ ବିଜେଡି ରେ ଟଣା ଓଟରା I ଖୋଦ ସରକାରୀ ଦଳରେ ଥାଇ ସରକାର ଙ୍କୁ ଟାର୍ଗେଟ କରିବା ଏବେ ସୌମ୍ୟ ଙ୍କୁ ଅଡୁଆ ରେ ପକାଇବାକୁ ଯାଉଛି I ଚୁପ ରହିଥିବା ବିଜେଡି ଶେଷରେ ସୌମ୍ୟ ଙ୍କୁ ଟାର୍ଗେଟ କରିଛି I ଖଣ୍ଡପଡ଼ା ରେ ସୌମ୍ୟ ଙ୍କ ପାରମ୍ପରିକ ପ୍ରତିଦ୍ବନ୍ଦୀ … Read more

ସୌମ୍ୟ ଙ୍କୁ ଆଉ ଟିକେଟ ମିଳିବନି ଭିଜିଲାନ୍ସ ରେଡ ହେଇପାରେ :ତାରା ବାହିନୀ ପତି

ନିଜ ସମ୍ପାଦକୀୟ ରେ ନିଜ ଦଳର ସୁପ୍ରିମ ଙ୍କୁ ଟାର୍ଗେଟ କରି ଲେଖି ଏବେ ଚର୍ଚାରେ ସୌମ୍ୟ ରଞ୍ଜନ ପଟନାୟକ I ମମିତା ହତ୍ୟାକାଣ୍ଡ ପରେ ଗୋଟିକ ପରେ ଗୋଟିଏ ଗୁଗୁଲି ଛାଡ଼ୁଛନ୍ତି ସୌମ୍ୟ I ନିକଟରେ ସମ୍ପାଦକୀୟ ବୃତ୍ତି ପାର୍ଟି ଓ ମାଟି ଶୀର୍ଷକ ରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଙ୍କୁ ଖୋଲାଖୋଲି ଟାର୍ଗେଟ କରିଥିବା ବେଳେ ଏପଟେ କଂଗ୍ରେସ ବିଧାୟକ ତାରା ବାହିନୀ ପତି ଏନେଇ ମୁଁହ ଖୋଲିଛନ୍ତି .,କହିଛନ୍ତି କି ଦଳରେ ଥାଇ … Read more

ପ୍ରଧାନ ଶିକ୍ଷକ ଙ୍କ ଅବସରରେ ଭୋ ଭୋ ହେଇ କାନ୍ଦିଲେ ପଞ୍ଚାୟତ ବାସି ,ସେଲ୍ଫି ନେବାକୁ ଭିଡ

ସ୍ୱତନ୍ତ୍ର ଉପସ୍ଥାପନା 🙁 ଗୋପାଳ ଚନ୍ଦ୍ର ପତି ) :ସମୟର ପରିବର୍ତନ ରେ ସବୁ କିଛି ବଦଳିଯାଇଛି ଏବେ ବିଦ୍ୟାଳୟ ଗୁଡିକ ଦଣ୍ଡମୁକ୍ତ ଅଞ୍ଚଳ ଘୋଷିତ ହେଇସାରିଛି ,ଶିକ୍ଷକ ଙ୍କ ପ୍ରତି ଛାତ୍ର ଛାତ୍ରୀ ମାନଙ୍କର ଭୟ ମଧ୍ୟ କମିଯାଇଛି ,କିନ୍ତୁ ସେ ଏମିତି ଜଣେ ଶିକ୍ଷକ ବିଦ୍ୟାଳୟ ଛାଡିବାର ଅନେକ ବର୍ଷ ପରେ ବି ତାଙ୍କୁ ଦେଖିଲେ ଭୟ ମିଶା ଭକ୍ତି ରେ ପାଦ ଆପେ ଆପେ ଅଟକିଯାଏ ,ଅଜାଣତ ରେ ହାତ ଯୋଡି ହେଇଯାଏ … Read more

TPCODL ତାଳଚେର ତରଫରୁ ଗାଁ ଚାଲ ଅଭିଯାନ ଏବଂ ନିୟମିତ ବିଦ୍ୟୁତ ଦେୟ ପୈଠ କରୁଥିବା ଗ୍ରାହକ ମାନଙ୍କୁ ପୁରସ୍କାର ପ୍ରଦାନ

OE ବ୍ୟୁରୋ :-16/09/2021 : ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଗୁଣବତ୍ତା ସେବା ଦେବା ସହିତ ଉପଭୋକ୍ତା ଙ୍କ ସମସ୍ୟା ସମାଧାନ କରିବାକୁ TPCODL ତାଳଚେର ତରଫରୁ ଆଜି ବନରପାଳ ସେକ୍ସନ ଅନ୍ତର୍ଗତ ସନ୍ତ୍ରୀ ଗ୍ରାମ ରେ ଏକ ଗାଁ ଚାଲ ଅଭିଯାନ ଆୟୋଜିତ ହୋଇଯାଇଛି I ଉକ୍ତ ଅଭିଯାନ ରେ 60 ରୁ ଉର୍ଧ ବିଦ୍ୟୁତ ଉପଭୋକ୍ତା ଯୋଗ ଦାନ ଦେଇ ନିଜ ସମସ୍ୟା ସମ୍ପର୍କ ରେ ଜଣାଇଥିଲେ I ଉପଭୋକ୍ତା ଙ୍କ ସମସ୍ୟା ର ତୁରନ୍ତ … Read more

ଅଚାନକ ଚଢ଼ାଉ କରି ବିଦ୍ୟୁତ ଚୋରି କରୁଥିବା ଉପଭୋକ୍ତା ଙ୍କୁ ସାବାଡ଼ କଲା ବନରପାଲ ବିଦ୍ୟୁତ ବିଭାଗ

ବ୍ୟୁରୋ ରିପୋର୍ଟ :ଓଟି : ବିଦ୍ୟୁତ ଚୋରି କରୁଛନ୍ତି କି ସାବଧାନ ! ବିଦ୍ୟୁତ ଚୋରି ରୋକିବାକୁ ବିଦ୍ୟୁତ ବିଭାଗ TPCODL ଦୃଢ ପଦକ୍ଷେପ ନେଇଛି I ସୂଚନା ଅନୁଯାୟୀ ଆଜି ତା 27.07.2021 ରିଖ ଦିନ ତାଳଚେର ବିଦ୍ୟୁତ ବିଭାଗ ଅନ୍ତର୍ଗତ ବନରପାଲ ବିଦ୍ୟୁତ ବିଭାଗ ଅନ୍ତର୍ଗତ ତଳମୁଳ ,କୁଲାଡ଼ ,ଗିରାଙ୍ଗ ,ନୂଆହତା ,ସନ୍ତ୍ରୀ ଏବଂ ବନରପାଲ ବଜାର ରେ ବିଦ୍ୟୁତ ଉପଭୋକ୍ତା ଙ୍କ ବାସଭବନ ରେ ଅଚାନକ ଯାଞ୍ଚ କରାଯାଇଥିଲା I ପ୍ରାୟ 20ରୁ … Read more

ପୁଣି ଦ୍ୱିତୀୟ ବିବାହ କଲେ ଯାତ୍ରା ନାୟିକା ଭାରତୀ

ଯାତ୍ରା ଜଗତର ଚର୍ଚିତ ନାୟିକା ଭାରତୀ ପୁଣି ଥରେ ବିବାହ ବନ୍ଧନ ରେ ବାନ୍ଧି ହେଇଛନ୍ତି I ଭାରତୀ ଧଳ ଯାତ୍ରା ମଞ୍ଚରେ କନ୍ଦେଇ କନ୍ଦେଇ ଲୋକଙ୍କୁ ଇମୋସନାଲ କରୁଥିବା ବେଳେ ତାଙ୍କ ଜୀବନ ବି କିଛି ଯାତ୍ରା ଠାରୁ କମ ନୁହେଁ I ଯାତ୍ରା ରେ ତାଙ୍କୁ ନେଇ ଉଠିଥିଲା ଝଡ , `ସ୍ୱାମୀ ଙ୍କ ସହିତ ମତାନ୍ତର ପରେ ସୁପରଷ୍ଟାର ପିୟୁଷ ଙ୍କ ସହିତ ଯୋଡି ହେଇ ଯାଇଥିଲା ତାଙ୍କ ନାମ ,ଏପରିକି ଏକ … Read more

ରଜ କୁଇନ ଜଜ୍ ଙ୍କର ଧଜିଆ ଉଡ଼େଇଲେ ସୁଲଗ୍ନା , ଏମାନେ ଜଜ ହେବାକୁ ଯୋଗ୍ୟ ତ ?

ଯଦି ଆପଣ ସୋସିଆଲ ମିଡ଼ିଆ ରେ ଅଛନ୍ତି ତେବେ ତ ରଜ କୁଇନ କିମ୍ବା ରଜ ସୁନ୍ଦରୀ ର ଭାଇରଲ ଭିଡିଓ ଗୁଡାକ ନିହାତି ଦେଖୁଥିବେ I ଅନେକ ସ୍ବପ୍ନ ନେଇ ଝିଅ ଟିଏ ଯେବେ ଅଡିସନ ରେ ଯୋଗ ଦିଏ ଯଦି ସାଧାରଣ ପ୍ରଶ୍ନ ର ଉତ୍ତର ଆସେନି ଓଡ଼ିଆ ଝିଅ ମାନଙ୍କୁ ଯେଉଁଭଳି ଭାବରେ ବେଈଜତ କରନ୍ତି ଆମ ଅଡିସନ ଜଜ ମାନେ ତାହା ଏବେ ସମାଲୋଚନା ହେବାରେ ଲାଗିଛି I ରଜ କ୍ୱିନ୍ … Read more

ଭୁବନେଶ୍ୱର ରୁ କିଣିଛନ୍ତି କି ଟିଭି ? ତାହେଲେ ହେଇ ପରେ ନକଲି

ରାଜଧାନୀ ଭୁବନେଶ୍ୱରରେ ନକଲି ଟିଭି କାରବାରର ପର୍ଦ୍ଦାଫାସ।୧୫୦ରୁ ଅଧିକ ନକଲି ଟିଭି ଜବତ ହୋଇଛି। ଭୁବନେଶ୍ୱରରେ କେମିତି ଶସ୍ତାରେ ମିଳୁଛି ନାମୀ ବ୍ରାଣ୍ଡ୍‌ର ଟିଭି? ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ ବେଳେ ଦେଢ଼ ଶହରୁ ଅଧିକ ନକଲି ଟିଭି ଜବତ କରାଯାଇଛି। ଲକ୍ଷ୍ମୀସାଗର, ବଡ଼ଗଡ଼, ଏୟାରପୋର୍ଟ ଓ ମଞ୍ଚେଶ୍ୱର ଅଞ୍ଚଳରେ ଚଢ଼ାଉ କରି ପୋଲିସ ଏସବୁ ଜବତ କରିଛି। ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଜବତ ସବୁ ଟିଭିକୁ ଡିସିପିଙ୍କ ଅଫିସ୍‌କୁ … Read more