ଅଣସର ନୀତି ରେ କ’ଣ ହୁଏ ତାଟି ଭିତରେ, ଗୋପନରେ ?

ଅଣସର ସମୟରେ ଅଣସର ତାଟି ଭିତରେ ଶ୍ରୀବିଗ୍ରହ ମାନଙ୍କର ଯେଉଁ ସେବା ହୁଏ ତାହା ଗୁପ୍ତ ସେବା।କିନ୍ତୁ ସେହି ଗୁପ୍ତ ସେବା ସମ୍ପର୍କରେ ନୀଳାଦ୍ରି ମହୋଦୟରେ ସ୍ଵତନ୍ତ୍ର ବର୍ଣ୍ଣନା ଅଛି।ଅଣସର ବିଧି ସମ୍ପର୍କରେ ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କୁ ବ୍ରହ୍ମା କହିଛନ୍ତି ହେ ରାଜା,ବିଶ୍ଵାବସୁ ଏବଂ ବିଦ୍ୟାପତି ବଂଶର ସେବକ ମାନେ ଦାରୁ ବ୍ରହ୍ମଙ୍କ ଅଙ୍ଗରୁ ଧୀରେ ଧୀରେ ୬ ଦିନ ପର୍ଯ୍ୟନ୍ତ ଲେପ ଛଡାଇବେ।ସପ୍ତମ ଦିନ ଶ୍ରୀଅଙ୍ଗରେ ସୁବାସିତ ତୈଳ ସହ ରାଶି ତେଲ ମର୍ଦନ କରିବେ।ଅଷ୍ଟମ … Read more