ପିନାକୀ ମିଶ୍ର ସମସ୍ତଙ୍କୁ କ୍ଷମା ମାଗନ୍ତୁ, ନହେଲେ ପଚା ଅଣ୍ଡା ମାଡ଼ କରିବୁ:-
ନମସ୍କାର ବନ୍ଧୁଗଣ ଆଜି “ପିନାକୀ ମିଶ୍ର ପୁରୀ ଆସି ସର୍ବସାଧାରଣରେ କ୍ଷମା ମାଗନ୍ତୁ ବୋଲି ଶ୍ରୀକ୍ଷେତ୍ର ସୁରକ୍ଷା ମିଳିତ ମଞ୍ଚ ପକ୍ଷରୁ ଆଜି ଏପରି ଚେତାବନୀ ଦିଆଯାଇଛି ଓ କ୍ଷମା ନମାଗିଲେ ପଚା ଅଣ୍ଡା ମାଡ଼ କରିବୁ ବୋଲି ମଧ୍ୟ କାହା ଯାଇଛି। ଏଥିସହ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ଚାରିପଟେ ଖନନ କାର୍ଯ୍ୟ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ଗୁରୁବାର ଲୋକସଭାରେ ଉଦ୍ବେଗ ପ୍ରକାଶ … Read more