କୃଷି ଆଇନ ପରି ଅଗ୍ନିପଥ କୁ ବି କେନ୍ଦ୍ର ସରକାର ପ୍ରତ୍ୟାହାର କରିବେ : ରାହୁଲ
ଅଗ୍ନିପଥ ର ଅଗ୍ନି ଦେଶ କୁ ଜାଳିବାରେ ବ୍ୟସ୍ତ । ଏହି ଅଗ୍ନିପଥ ଯୋଜନାକୁ ନେଇ ଏବେ ଦଙ୍ଗା ସହ ରାଜନୀତି ମଧ୍ୟ ଜୋର ଧରିଲାଣି । ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଆଜି ରାହୁଲ ଗାନ୍ଧୀ । ଏ ନେଇ ଆଜି ଟ୍ୱିଟ କରିଛନ୍ତି କଂଗ୍ରେସ ନେତା ରାହୁଲ। ସେ କହିଛନ୍ତି କେନ୍ଦ୍ର ସରକାର ଯବାନ ଓ କିଷାନଙ୍କୁ ଅପମାନିତ କରିବାରେ ଲାଗିଛନ୍ତି । ତେଣୁ କୃଷି ଆଇନ୍ ପରି ‘ଅଗ୍ନିପଥ’ ଆଇନକୁ … Read more