ମହଙ୍ଗା ପଡିଲା ବିଜୁଳି କର୍ମଚାରୀ ଙ୍କୁ ଗାଳି ଗୁଲଜ ,ଥାନାରେ ଏତଲା ରୁଜୁ
(୨୫/୦୮ /୨୦୨୧) ବଅଁରପାଳ :ଅନୁଗୁଳ ଜିଲ୍ଲା ବଅଁରପାଳ ରେ ୨୭/୦୭ /୨୦୨୧ ତାରିଖରେ ବିଜୁଳି ବିଭାଗର ଏନଫୋର୍ସମେଣ୍ଟ ଦଳ ନୂଆହତା ଅଞ୍ଚଳରେ ଥିବା ଏକ ଢାବା ଉମାଶଙ୍କର କୁ ଚଢାଉ କରିଥିଲେ। ଚଢାଉ ସମୟରେ ଦେଖିବାକୁ ମିଳିଥିଲା କି ମିଟର ଟ୍ୟାପିଂରିଙ୍ଗ କରି ବିଜୁଳି ବ୍ୟବହାର କରାଯାଉଥିଲା ବିଦ୍ୟୁତ ବିଲ ଟି ଉପଭୋକ୍ତା ବିଭୁ ପ୍ରସାଦ ରଥ ଙ୍କ ନାମରେ ଥିବା ବେଳେ ଏହାକୁ ଦୁଷ୍ମନ୍ତ ଚଳାଇ ଆସୁଅଛନ୍ତି I ମିଟର ଟାମ୍ପରିଙ୍ଗ ଯୋଗୁଁ ହୋଟେଲ କୁ … Read more