ଆରମ୍ଭ ହେଲା ପ୍ରଥମ ଲକଡାଉନ୍ : ଭୟରେ ପଡିଲା ତାଟି କବାଟ
ଓମିକ୍ରନ କେସ୍ ଦେଶରେ ବଢିବାକୁ ଲାଗିଛି । ଓଡିିଶାରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । କିଛି ଅଢ୍ଚଳରେ ବିଦେଶ ଫେରନ୍ତା ଲୁଚି ରହିଥିବାରୁ ଆଶଙ୍କା ବଢିବାରେ ଲାଗିଛି । ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦେଶରେ ୩୦୦ ପାଖାପାଖି ପହଞ୍ଚି ସାରିବା ପରେ ଆଗକୁ ମଧ୍ୟ ଏହି ସଂଖ୍ୟା ବଢିବା ଆଶଙ୍କା ରହିଛି । ତେଲେଙ୍ଗାନାରେ ଓମିକ୍ରନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୩୮ ଛୁଇଁଛି । ଏହା ମଧ୍ୟ ତେଲେଙ୍ଗାନାର ଏକ ଗାଁରେ ଓମିକ୍ରନ … Read more