ମୋ ନିର୍ବାଚନ ମଣ୍ଡଳୀର ରାସ୍ତା ହେମାମାଳିନୀଙ୍କ ଗାଲ ପରି, ଏଭଳି କହି ବିବାଦରେ ମନ୍ତ୍ରୀ
ହେମାମାଳିନୀଙ୍କ ଗାଲକୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ମନ୍ତ୍ରୀ । ଯାହାକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ପରେ ସମାଲୋଚନାର ଶିକାର ହୋଇଛନ୍ତି ମନ୍ତ୍ରୀ । ସୁଚନା ମୁତାବକ ମହାରାଷ୍ଟ୍ରର ମନ୍ତ୍ରୀ ତଥା ବରିଷ୍ଠ ଶିବସେନା ନେତା ଗୁଲାବରାଓ ପାଟିଲ ଏହି ବିବାଦୀୟ ବୟାନ ଦେଇଛନ୍ତି । ମନ୍ତ୍ରୀ ଜଲଗାଓଁ ଜିଲ୍ଲାର ରାସ୍ତାକୁ ଅଭିନେତ୍ରୀ ହେମା ମାଳିନୀଙ୍କ ଗାଲକୁ ତୁଳନା କରିବା ପରେ ବିବାଦ ଦେଖାଦେଇଛି। ଆଉ ଏହା ପରେ ରାଜ୍ୟ ମହିଳା ଆୟୋଗ ମନ୍ତ୍ରୀଙ୍କୁ … Read more