ଓଡିଶାରେ ଓବିସି ସଂରକ୍ଷଣ ଆଉ ରହିବ ନାହିଁ

କଟକ/ ଭୁବନେଶ୍ୱର – ଆସନ୍ତା ପଞ୍ଚାୟତ ନିର୍ବାଚନରେ ଓବିସି ବା ପଛୁଆ ବର୍ଗଙ୍କ ପାଇଁ ରହିବ ନାହିଁ ସରକ୍ଷଣ ବ୍ୟବସ୍ଥା । ଓବିସିଙ୍କ ପାଇଁ ରହିଥିବା ସବୁ ସଂରକ୍ଷିତ ଆସନ ଅଣସଂରକ୍ଷିତ କରି ଦିଆଯିବ । କେବଳ ସେତିକି ନୁହେଁ, ସରପଞ୍ଚ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ପଦବି ନିମନ୍ତେ ରାଜ୍ୟର ଜନସଂଖ୍ୟା ପ୍ରତିଶତ ଅନୁଯାୟୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ନିମନ୍ତେ ଆସନ ସଂରକ୍ଷଣ ରଖିବ । ଏହି କ୍ରମରେ ସମସ୍ତ … Read more