ଆଉ ଏକ ବଡଦେଉଳ ତୋଳିବେ ଦିଦି, କେଉଁଠି ହେବ ଦ୍ୱିତୀୟ ଶ୍ରୀମନ୍ଦିର ଆସନ୍ତୁ ଜାଣିବା

ସାରା ବିଶ୍ୱର ଆରଧ୍ୟ ପ୍ରତିଟି ହୃଦୟର ସ୍ପନ୍ଦନ ପ୍ରଭୁ ଜଗନ୍ନାଥଙ୍କ ପାଇଁ ଦ୍ୱିତୀୟ ମନ୍ଦିର ତିଆରି କରିବା ପାଇଁ ମନ ବଳାଇଛନ୍ତି । ତେବେ କୋଉଠିଁ ତିଅରି ହେବ ଏହି ମନ୍ଦିର ଓ କେତେ ଟଙ୍କା ଖର୍ଚ୍ଚ ହେବ ଆସନ୍ତୁ ଜାଣିବା । ଦେଶର ଚାରି ଧାମ ମଧ୍ୟରୁ ଗୋଟିଏ ହେଉଛି ପୁରୀ ଶ୍ରୀକ୍ଷେତ୍ର । କୋଟି ଓଡିଆଙ୍କ ସକାଳ ଓ ସନ୍ଧ୍ୟା ମହାପ୍ରଭୁ ଜଗନ୍ନାଥଙ୍କ ଠାରୁ ଆରମ୍ଭ ହୋଇ ତାଙ୍କ ଠାରେ ଶେଷ ହୋଇଥାଏ । … Read more