ଗୋମାତାଙ୍କ ଚୋରାଚାଲାଣକାରୀଙ୍କ ସୁରକ୍ଷାଦାତା ପୋଲିସ ପ୍ରତି ହାଇକୋର୍ଟଙ୍କ ଛାଟ

ଭଦ୍ରକ – ଗୋ’ମାତା ଯାହାକୁ ଆମେ ପୂଜାକରୁ ତାଙ୍କ ପ୍ରତି ଅନ୍ୟାୟକୁ ବିରୋଧ କରିବା କଣ ପାପ କି ? ତେବେ ଭଦ୍ରକରେ କାହିଁକି ଘଟିଲା ଏଭଳି ଅଭାବନୀୟ ଘଟଣା । ଏ ଘଟଣାରେ ଶୁଭାଶିଷ ଷଡ଼ଙ୍ଗୀ, ସାମ୍ବାଦିକ ଦୁଷ୍ମନ୍ତ ଆଚାର୍ଯ୍ୟ ଗିରଫ ମାମଲାରେ ଆଳି ଥାନା ଆଇଆଇସି ଓ ଏସଆଇ ସମ୍ପୃକ୍ତ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସାମାଜିକ କର୍ମୀ ଗୋରୁ ବୋଝେଇ ଗାଡ଼ି ଅଟକାଇବାରୁ ପୋଲିସ ନିର୍ଯାତନା ଦେଇଥିଲା … Read more