ଝିଅକୁ ମାରିଦେଲା ମା, ସୁନ୍ଦରଗଡରୁ ଆସିଲା ଏଭଳି ଦୁଃଖଦ ଘଟଣା

ସୁନ୍ଦରଗଡ – ମା’ ଶବ୍ଦଟିରେ ରହିଛି ଯେଉ ମମତା ଓ ଆତ୍ମିୟତାର ବାସ୍ନା ତାହା ଆଜି ଏହି କ୍ଷେତ୍ରରେ ସମ୍ପୁର୍ଣ୍ଣ ଭାବରେ ମିଥ୍ୟା ଭାବରେ ପ୍ରମାଣିତ ହୋଇଛି । ସୁନ୍ଦରଗଡ ହେମଗିରି ଥାନା ଅନ୍ତର୍ଗତ କଲାମେଘା ଏନଟିପିସି ପୁନର୍ବାସ ଓ ଥଇଥାନ କଲୋନୀରେ ଅଭାବନୀୟ ଘଟଣା । ମାଆର ଶିଳପୁଆ ମାଡରେ ଝିଅର ମୃତ । ତାଙ୍କୁ ଗୁରୁତର ଅବସ୍ଥାରେ ହେମଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଖବର ଅନୁସାରେ, ନାବାଳିକା ଝିଅ ୩-୪ ଜଣ … Read more