ବିବାହ ପରେ ସ୍ତ୍ରୀଠାରୁ ଧୋକା ଖାଇବା ପରେ ଝିଅ ସହ କଲା ଏଭଳି କାମ, ଦେଖନ୍ତୁ କଣ କଲା କାମାନ୍ଧ ବାପା
ରାଉରକେଲା – ହୃଦୟ ବିଦାରକ ଦୃଶ୍ୟ ଲଜ୍ଜିତ କରିବା ଭଳି ଘଟଣା ଘଟିଲା ଭଳି ଘଟଣା ଦେଖିବାକୁ ମିଳିଛି ରାଉରକେଲାରେ । ଏଭଳି ସଙ୍ଗୀନ ଅଭିଯୋଗ ଆଣି ରାଉରକେଲା ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ନାବାଳିକା ଝିଅର ମାଆ । ରାଜଗାଙ୍ଗପୁର ଥାନା ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ବିବାହିତ ହୋଇଥିବା ସତ୍ତ୍ବେ ଧୋକା ଦେଇ ଅନ୍ୟ ଜଣେ ମହିଳାଙ୍କୁ ବାହା ହୋଇଥିଲେ । ଝିଅ ଜନ୍ମ ହେବା ପରେ ମହିଳା ତାଙ୍କ ସ୍ୱାମୀ ବିବାହିତ … Read more