ନବୀନ ସରକାରଙ୍କ ଭୋଟପାଇଁ ନୋଟ ଯୋଜନା …
ଭୁବନେଶ୍ୱର – ଏକଥା ଆମେ କହୁନୁ ନିର୍ବାଚନୀ ଯୋଜନାକୁ ନେଇ ବର୍ଷିଛନ୍ତି ବିରୋଧି । ନିର୍ବାଚନ ମୁଡରେ ରାଜ୍ୟ ସରକାର । ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଭଣ୍ଡାର ଖୋଲି ଦେଇଛନ୍ତି ସରକାର । କରୋନା ସହାୟତା ପାଇଁ ଆର୍ôଥକ ସହାୟତା, ବିଜୁ ପକ୍କା ଘର ଓ ଘର ପାଇନଥିବା ହିତାଧିକାରୀଙ୍କୁ ଘର ମରାମତି ପାଇଁ ସହାୟତା ପରେ ମିଶନ ଶକ୍ତି ପାଇଁ ବି ଘୋଷଣା କରିଛନ୍ତି ରାଜ୍ୟ ସରକାର । କୋଭିଡ୍ ସହାୟତା ପାଇଁ … Read more