ନାକରେ କାନ୍ଦୁଛି ତାଲିବାନ୍‌

କାବୁଲ: ଅନ୍ୟ ପାଇଁ ଗାତ ଖୋଳି ସେ ଗାତରେ ପଡିଛି ତାଲିବାନ୍ । ଆର୍ଥିକ ସଂଙ୍କଟରେ ଚାଲିଥିବା ତାଲିବାନ ସରକାରଙ୍କୁ ଲାଗିଛି ବଡ ଝଟକା । ବାଉଳା ହୋଇ ଭୁଲ କରିବସିଛି ତାଲିବାନ । ଆଉ ତାଲିବାନର ଏହି ଗୋଟିଏ ପଦକ୍ଷେପ ପାଇଁ ଏବେ ସେମାନେ ନାକରେ କାନ୍ଦୁଛନ୍ତି । ମିଳିଥିବା ସୂଚନା ମୁତାବକ ତାଲିବାନ ଭୁଲରେ ତାଜିକିସ୍ତାନରେ ଥିବା ସେମାନଙ୍କ ଦୂତାବାସର ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିଲା, କିନ୍ତୁ ବର୍ତ୍ତମାନ ତାଜିକିସ୍ତାନ ଏହି ଟଙ୍କା ଫେରସ୍ତ … Read more