ପଞ୍ଚାୟତ ନିର୍ବାଚନକୁ ନେଇ ଆସିଲା ଏଭଳି ଆଶ୍ଚର୍ଯ୍ୟ କଲାଭଳି ନିୟମ

ଭୁବନେଶ୍ୱର – ଆଗକୁ ନିର୍ବାଚନକୁ ଗାଁଠୁ ସହର ସମସ୍ତ ନେତାଙ୍କ ମଧ୍ୟରେ ଅଙ୍କକଷା ଚାଲିଥିବା ବେଳେ ସାଧାରଣ ଲୋକେ ଫାଇଦା ହାସଲ ପାଇଁ ଗୋଡ ଟେକି ବସିଲେଣି । ଆସନ୍ତା ମାର୍ଚ୍ଚ ୧୧ରେ ପଞ୍ଚାୟତ ସମିତିସ୍ତରୀୟ ନିର୍ବାଚିତ ପ୍ରତିନିଧିଙ୍କର ଏବଂ ମାର୍ଚ୍ଚ ୧୨ରେ ଜିଲ୍ଲା ପରିଷଦ ସଦସ୍ୟମାନଙ୍କର କାର୍ଯ୍ୟକାଳ ଶେଷ ହେବ । ଏହାପୂର୍ବରୁ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ହେବ । ଏଥିପାଇଁ ରାଜ୍ୟ ନିର୍ବାଚନ କମିସନ ଯେକୈାଣସି ମୁହୂର୍ତ୍ତରେ ନିର୍ବାଚନ … Read more