ପୋଲିସର ସାହାସ ଅଛି ତ, ବିଜେଡି ସମ୍ପାଦକଙ୍କୁ ବାନ୍ଧୁ

ଓଡ଼ିଶା ପୋଲିସ ଉପରେ ବର୍ଷିଲା କଂଗ୍ରେସ । ପୋଲିସ କିଭଳି କାଢୁଆ ସାରା ଓଙ୍ଗିଶା ଦେଖିବ ଓ ୫ଟି ସଚିବଙ୍କୁ ପିଅନ କହି ଖୁବ ବର୍ଷିଲେ ମନୋଜ । ବ୍ରହ୍ମଗିରି ବିଧାୟକଙ୍କ ଘନିଷ୍ଠ ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାରେ ସଞ୍ଜୟ ଦାସବର୍ମାଙ୍କ ଗିରଫ ଦାବି କଲା କଂଗ୍ରେସ । ହାଇକୋର୍ଟର କାର‌୍ୟ୍ୟରତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏସଆଇଟି ଗଠନ କରି ଘଟଣାର ତଦନ୍ତ ପାଇଁ ମଧ୍ୟ ଦାବି ହୋଇଛି । କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ଏଭଳି … Read more