ବଳଦ ଗାଡିରେ ପ୍ରଧାନବିଚାରପତି…

ବଳଦ ଗାଡିରେ ପ୍ରଧାନ ବିଚାରପତି । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା କିନ୍ତୁ ଏହା ସତ୍ୟ । ତେବ ଆସନ୍ତୁ ଜାଣିବା ଏହା ପଛର ସତ୍ୟତା । ପ୍ରଧାନ ବିଚାରପତି ଏନ୍‌ଭି ରମଣା ଆନ୍ଧ୍ରପ୍ରଦେଶର କ୍ରୀଷ୍ଣା ଜିଲ୍ଲା ଅଧୀନସ୍ଥ ତାଙ୍କ ପୈତୃକ ଗ୍ରାମ ପୁନ୍ନଭରମରେ ଆଜି ବଳଦ ଗାଡ଼ିରେ ଯାତ୍ରା କରିଛନ୍ତି । ଚଳିତ ବର୍ଷ ଏପ୍ରିଲରେ ରମଣା ପ୍ରଧାନ ବିଚାରପତି ହେବାପରେ ପ୍ରଥମ ଥର ନିଜ ଗ୍ରାମକୁ ଯାଇଛନ୍ତି । ଗାଁ ନିକଟରେ ପହଞ୍ଚିବାପରେ ରମଣା … Read more