ବାପ ମାଙ୍କୁ ହରାଇ ଅନାଥ ହେଲେ ଖୁସି ଓ ଋଷି …

ବାପା ମାଙ୍କୁ ହରାଇ ଦୁଇ ପୁଅ ଝିଅ ଏବେ ଅନାଥ, ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜ଼ିଲ୍ଲା ପିତେଇପୁର ପଂଚାୟତର ମଲପୁର ଗ୍ରାମରେ । ବାପା ମାଙ୍କୁ ହରାଇ ଦୁଇ ପୁଅ ଝିଅ ଏବେ ଅନାଥ ହୋଇ ପିଇସୀ , ପିଇସାଙ୍କ ପାଖରେ ନେଇଛନ୍ତି ଆଶ୍ରୟ , ପିଇସା ମଧ୍ୟ ଦୀର୍ଘଦିନ ହେବ ଶଯ୍ୟାଶ୍ରାୟୀ , ବଡ଼ ଭାଇଙ୍କର ଘରେ ଆଶୟରେ ପିଇସା , ବଡ଼ ଭାଇଙ୍କର ମଧ୍ୟ ତାଗିଦା ସେ ଘର ଛାଡିବାକୁ … Read more