ବିଜୁ ସ୍ୱାସ୍ଥ୍ୟ କାର୍ଡର ଖୋଲିଲା ଗୁମର, ସେବା ବଦଳରେ ସାଜିଛି ରାଜନୈତକ ଅସ୍ତ୍ର

କଟକ – ହସ୍ପିଟାଲରେ କାମରେ ଆସୁନି କାର୍ଡ । ପୁଣି ପଦାରେ ପଡିଲା ବିଜୁ ସ୍ମାର୍ଟ କାର୍ଡ ସତ । ମେଡିକାଲରେ ମିଳୁନି ମାଗଣା ଚିକିତ୍ସା ସୁବିଧା । ନିର୍ବାଚନୀ ପ୍ରଚାର ପାଇଁ ସର୍ବସ୍ୱ ପାଲଟିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ । ସେବା କମ୍ ରାଜନୈତିକ ଅସ୍ତ୍ର କରି କେମିତି ନିର୍ବାଚନ ବୈତରଣୀ ପାର ସେଥିପାଇଁ ରଚାଯାଉଛି ଭିନ୍ନଭିନ୍ନ ଷଡଯନ୍ତ୍ର । ରାସ୍ତା କଡରେ ବଡ ବଡ ହୋର୍ଡିଂ ଲାଗିଛି । ଏସବୁ କେବଳ ପ୍ରଚାର … Read more