ନୂଆବର୍ଷ ଓ ବଡଦିନ ପାଇଁ ଲାଗିଲା କଟକଣା, ବିଭିନ୍ନ ଯାଗାରେ ୧୪୪ଧାରା
ଢେଙ୍କାନାଳ – ଓମିକ୍ରନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆସିଛି ଏଭଳି ଗାଇଡଲାଇନ୍ । ଓଡିଶାରେ ୨ଜଣ ଓମିକ୍ରନ ଭ୍ୟାରିଆଣ୍ଟ ସଂକ୍ରମିତ ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢିଯାଇଛି । ବଡଦିନ ଓ ନୂଆବର୍ଷ ପାଳନ ନିମନ୍ତେ ପ୍ରବଳ ଜନସମାଗମକୁ ଲକ୍ଷ୍ୟ କରି ଢେଙ୍କାନାଳ ଜିଲ୍ଲା ପ୍ରଶାସନ ନୂଆ ଗାଇଡ୍ ଲାଇନ୍ ଜାରି କରିଛି । ଆସନ୍ତା ୨୫ ତାରିଖ ବଡଦିନଠାରୁ ଜାନୁଆରୀ ୨ ତାରିଖ ନୂତନ ବର୍ଷ ପାଳନ ପର୍ଯ୍ୟନ୍ତ ଜିଲ୍ଲାର ୨୩ଟି ପ୍ରସିଦ୍ଧ ମନ୍ଦିର … Read more