ଭୟଙ୍କର ରୁପ ନେଲାଣୀ ଓମିକ୍ରନ, ଓଡିଶାରେ ହେବ ଲକଡାଉନ୍‌

କରୋନାର ଆତଙ୍କ ସାରା ବିଶ୍ୱ ଦେଖିସାରିଥିବା ବେଳେ ଏବେ ଏକ ନୂଆ ରୁପରେ ସାରା ବିଶ୍ୱକୁ ଥରେଇବା ଆରମ୍ଭ କରିଛି । ଭାରତରେ ମଧ୍ୟ ଏହି ଓମିକ୍ରନ ଲୋକଙ୍କୁ ଗ୍ରାସ କରିବା ଆରମ୍ଭ କଲାଣି ସାରା ବିଶ୍ୱରେ କେଉଁଠାରେ କିଭଳି ଭାବରେ ତାର ଆତଙ୍କ ଖେଳାଇଛି ଆସନ୍ତୁ ଜାଣିବା । ୟୁକେରେ ଭୟଙ୍କର ହେଉଛି ଓମିକ୍ରନ ସଂକ୍ରମଣ । ୨୪ ଘଂଟାରେ ୧୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ୟୁକେରେ ଓମିକ୍ରନ ସଂକ୍ରମିତଙ୍କ … Read more