ମୁଖ୍ୟମନ୍ତ୍ରୀଙ୍କ ବାୟୁ ସେବା ଯୋଜନା ହେଲା ଆରମ୍ଭ
ସବୁସମୟରେ ମାଷ୍ଟରଷ୍ଟୋକ ଖେଳିବାରେ ନବୀନ ସବୁବେଳେ ଆଗରେ । ପଞ୍ଚାୟତ ନିର୍ବାଚନ ପୁର୍ବରୁ ଏଭଳି ଗେମ ପ୍ଲାନ କରିଛନ୍ତି ଯାହା ବିରୋଧି ଚିତପଟାଙ୍ଗ ମାରିବେ । ଆଜିଠୁ ରାଜ୍ୟରେ ଆରମ୍ଭ ହେବ ଏୟାର ଆମ୍ବୁଲାନ୍ସ ସେବା । ଅପହଞ୍ଚ ଅଞ୍ଚଳର ଲୋକଙ୍କୁ ବି ଗୁଣାତ୍ମକ ସ୍ୱାସ୍ଥ୍ୟସେବା ମିଳିବ । ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର, କଟକର ବଡ଼ ହସ୍ପିଟାଲକୁ ଆସିବାକୁ ପଡ଼ିବନି । ସେମାନଙ୍କୁ ସେମାନଙ୍କ ଜିଲ୍ଲା ଚିକିତ୍ସାଳୟରେ ହିଁ ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ଚିକିତ୍ସା … Read more