ରାଉରକେଲାରେ ଲୁଚିଛନ୍ତି ଓମିକ୍ରନ ଆକ୍ରାନ୍ତ !

ରାଉରକେଲା –ଓଡିଶାରେ ୨ଓମିକ୍ରନ ଭାରିଆଣ୍ଟ ଅକ୍ରାନ୍ତ ଚିହ୍ନଟ ହେବା ପରେ ସରକାରଙ୍କ ଚିନ୍ତା ବଢିଯାଇଛି । ଏଥିପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ଦୃଷ୍ଟି ଦେବା ପାଇଁ ନିର୍ଦ୍ଦେଶ ରହିଛି । ପ୍ରତ୍ୟେକ ବିଦେଶ ଫେରନ୍ତାଙ୍କ ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି । ଇତିମଧ୍ୟରେ ଜିଲ୍ଲାକୁ ୩୨୬ ଜଣ ବିଦେଶରୁ ଆସିଥିବା ଜଣାପଡ଼ିଛି । ଏମାନେ ଭାରତ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ‘ହାଇ ରିସ୍କ୍‌’ ଦେଶ, ଯଥା- ସିଙ୍ଗାପୁର, ଇସ୍ରାଏଲ, ୟୁକେ, ବ୍ରାଜିଲ, ଚୀନ, ଦକ୍ଷିଣ ଆଫ୍ରିକା … Read more