ଲାଗୁହେଲା ନାଇଟ୍ କର୍ଫ୍ୟୁ
ସାରା ଭାରତକୁ ଏବେ ଘାରୁଛି ଓମିକ୍ରନ ଭୟ । ଓଡିଶାରେ ୨ଜଣ ଓମିକ୍ରନ ପଜିଟିଭ୍ ବାହାରିବା ପରେ ବଡଦିନ ଓ ନୂଆବର୍ଷ ପାଇଁ ସାରା ଓଡିଶାରେ ଲାଗୁହୋଇଛି କୋଭିଡ୍ କଟକଣା । ବିଭିନ୍ନ ଯାଗାରେ ମଧ୍ୟ ୧୪୪ଧାରା ଲାଗୁ କରାଯାଇଛି । ନୂଆ ନିୟମ ଅନୁଯାୟୀ, ସମସ୍ତ କାର୍ଯ୍ୟାଳୟ, ବ୍ୟବସାୟ ପ୍ରତିଷ୍ଠାନ, ରେସ୍ତୋରାଁ, ସୋ’ରୁମ୍, ଖାଦ୍ୟ ଦୋକାନ ଏବଂ ଦୁଗ୍ଧ ଦୋକାନ ରାତି ୧୦.୩୦ ପରେ ଖୋଲା ରଖିବାକୁ ଅନୁମତି ଦିଆଯିବ ନାହିଁ । ନିଜ ନିଜ … Read more