ଲୋକଙ୍କ ନିଦ ହଜାଇଲାଣୀ ଓମିକ୍ରନ …

ପୁଣି ଭୟଙ୍କର ହେବାକୁ ଯ।ଉଛି କୋଭିଡର ତୃତୀୟ ଲହର । ସମସ୍ତଙ୍କୁ ଘାରିଲାଣୀ ଓମିକ୍ରନ ଚିନ୍ତା । ବେଳହୁଁ ସାବଧାନ ନହେଲେ ପରିସ୍ଥିତି ଅଣାୟତ ହେବ । ଏ ପରିସ୍ଥିତିରେ ରାଜଧାନୀକୁ ପୁଣି ଫେରିଲା କନ୍ଟେନମେଣ୍ଟ ଜୋନ୍ । ଗତକାଲି ବମିଖାଲ ଏବଂ ଭିଏସଏସ ନଗରର କିଛି ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବା ପରେ ବୁଧବାର କସମପଲ୍ଲୀ ଆପାର୍ଟମେଣ୍ଟର ୪ଟି ଫ୍ଲାଟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି । ସମ୍ପୃକ୍ତ ଆପାର୍ଟମେଣ୍ଟର ଫ୍ଲାଟରୁ ୮ … Read more