ଶାରୀରିକ ସଂପର୍କ ରଖି ବାହା ନହେଲେ ପ୍ରତାରଣା ନୁହେଁ

ଏବେଠାରୁ ସମସ୍ତେ ସତର୍କ ରୁହନ୍ତୁ । ନାରୀ ଜାତି ଆଗକୁ ପାଦ ବଢାଇବା ପୂର୍ବରୁ ୧୦୦ଥର ଚିନ୍ତା କରିବା ଆବଶ୍ୟକ । ଜନ୍ମ କରିଥରବା ବାପା-ମାଙ୍କ ସମ୍ମାନକୁ ପଦାରେ ନପକାଇ ଏହି ଗଟଣାଟି ସଂପୁର୍ଣ୍ଣ ପଢନ୍ତୁ । ଏକ ମାମଲାର ଗୁରୁତ୍ୱପୂର୍ଣ ଶୁଣାଣି କରି ଏଭଳି ଏକ ରାୟ ଦେଇଛନ୍ତି ହାଇକୋର୍ଟ । ଯଦି ଦୀର୍ଘ ସମୟ ଶାରୀରିକ ସଂପର୍କ ରଖିବା ପରେ କେହି ବିବାହ କରିବାକୁ ମନା କରେ ତେବେ ତାହା ପ୍ରତାରଣା ନୁହେଁ । … Read more