ସାପକୁ ମୁଣ୍ଡରେ ଧରି ପହଞ୍ଚିଲା ମହିଳା, ତା ପରେ ଏମିତି ହେଲା ଦେଖନ୍ତୁ ଭିଡିଓ
ବର୍ତ୍ତମାନ ସମସ୍ତେ ଚର୍ଚ୍ଚାରେ ରହିବା ପାଇଁ ବିଭିନ୍ନ ପ୍ରକାର ଫଣ୍ଡା ଆପଣାଉଛନ୍ତି । ଏହି ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି । କିଛି ଲୋକ ଫ୍ୟାସନ୍ ନାମରେ ଏପରି କାମ କରିଥାଆନ୍ତି, ଯାହା ଦେଖିବାକୁ ଅଦ୍ଭୁତ ଲାଗିଥାଏ । ସାଧ।।ରଣତଃ କିଛି ଏଭଳି ଫ୍ୟାସନ ନିଜ ମୃତ୍ୟୁକୁକୁ ନିମନ୍ତ୍ରଣ କରିସାରିଛନ୍ତି । କିଏ ଫ୍ୟାସନ ନିଶାରେ ପୂରା ଶରୀରରେ ଟାଟୁ ଆଙ୍କିଲାଣି ତ କିଏ ନିଜର ନାକ, କାନ କାଟି ପକାଇଲାଣି । ଏହାରି ଭିତରେ … Read more