ସୁମିତ ଫେରାର ପଛର ଅସଲ ରହସ୍ୟ ହେଲା ପର୍ଦ୍ଦାଫାସ

ବ୍ରହ୍ମପୁର – ସାରା ଓଡିଶାରେ ଚର୍ଚ୍ଚିତ ସୁମିତ- ଡିମ୍ଫଲ ଘଟନାରେ ଆସିଛି ନୂଆ ମୋଡ । କେମିତି ଲୁଚି ପାଚେରୀ ଡେଇଁ ଫେରାର ପଛର ରହସ୍ୟ ଗଣମାଧ୍ୟମରେ ଆଗରେ ପ୍ରକାଶ କରିଛନ୍ତି ସ୍ୱେଚ୍ଛାସେବୀ ପ୍ରମିଳା । ଦିନକୁ ଦିନ ଡିମ୍ଫଲ-ସୁମିତଙ୍କ କେସ୍ ଜଟିଳ ହେବାରେ ଲାଗିଛି। ସ୍ୱାମୀ ସୁମିତଙ୍କୁ ପାଇବା ପାଇଁ ଶ୍ୱଶୁର ଘର ସାମ୍ନାରେ ସ୍ତ୍ରୀ ଡିମ୍ଫଲଙ୍କ ଧାରଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। କିଛି ଦିନ ଅନ୍ତରରେ ପୁଣି ଧାରଣା ସ୍ଥଳକୁ ଫେରିଛନ୍ତି … Read more