ସ୍ୱାମିଠୁ ସ୍ତ୍ରୀକୁ ଛଡାଇନେଲା ବିଜେଡି
ଭୁବନେଶ୍ୱର – ରାଜନୈତିକ ଗୋଟିଚାଳନାରେ ସ୍ୱାମୀ ସ୍ତ୍ରୀ ମଧ୍ୟ ଅଲଗା ଭାବରେ ନିଜ ଫାଇଦା ଆଶାରେ ନିଜର ରାଜନୈତିକ ଫାଇଦା ହାସଲ କରୁଛନ୍ତି । ସ୍ୱାମୀ ବିଜେପିରେ ଆଉ ପତ୍ନୀ ବିଜେଡିରେ । ଆଜି ଓଲିଉଡ଼ର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ପତ୍ନୀ ତଥା ଗାୟିକା, ସମ୍ବାଦ ପାଠିକା କୃଷ୍ନାପ୍ରିୟା ମିଶ୍ର ବିଜେଡିରେ ଯୋଗ ଦେଇଛନ୍ତି । ଉଭୟ ସ୍ୱାମୀ-ସ୍ତ୍ରୀ ବିଜେପି ଦଳରେ ରହି ଦଳୀୟ ସଂଗଠନ ପାଇଁ ସମସ୍ତ କାର୍ଯ୍ୟ କରିଆସୁଥିଲେ । କିନ୍ତୁ … Read more